ଅଭିନେତ୍ରୀ Jaya ବଖାଣିଲେ ନିଜର ପୁରୁଣା ସ୍ମୃତି କହିଲେ ‘ସେଦିନ ଅସିତ୍ ପତି ମୋତେ ପକେଇ ଦେଇ ରେପ୍ ସିନ୍ କରୁ କରୁ ଯାହା ଘଟିଲା ମୁଁ ଆଜି ଯାଏବି ଭୁଲିନି…’

ବନ୍ଧୁଗଣ, ଆପଣ ମାନେ ଅଭିନେତ୍ରୀ ଜୟା ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ । ବର୍ତ୍ତମାନ ଓଡିଆ ସିନେମା କିଭଳି ଚାଲିଛି ତଥା ପୂର୍ବ ରୁ କିଭଳି ଥିଲା ତାହା ସମ୍ବନ୍ଧରେ କିଛି କଥା ସେୟାର କରିଛନ୍ତି ଜୟା । ଏହା ସହିତ ଅସିତ ପତି ଙ୍କ ସହିତ ହୋଇଥିବା ରେପ ସିନ ସମ୍ବନ୍ଧରେ ମଧ୍ୟ ସେ କିଛି କଥା କହିଛନ୍ତି । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । କଳିଙ୍ଗ ଷ୍ଟୂଡିଓ ର ପୁନ୍ନର ଉଧାର ହୋଇ ପାରୁ ନାହିଁ ଏହାକୁ ନେଇ ଅଭିନେତ୍ରୀ ଜୟା କହିଛନ୍ତି ଯେ ବରିଷ୍ଟ ଲୋକମାନେ ଅଛନ୍ତି ମାତ୍ର ସେ ତାଙ୍କ ଆଗରେ କିଛି ନୁହେଁ ।

ଦୁଃଖ ର କଥା ହେଉଛି ସେ ଆଜି ପର୍ଯ୍ୟନ୍ତ କାହା ପାଇଁ କିଛି କରି ପାରିଲେ ନାହିଁ । ବାହାରୁ ଜଣେ ଆସି ଆମ ଜାଗାରେ ଏତେ ଭଲ ଜିନିଷ କରି ଦେଇ ଗଲାପରେ ତାକୁ ଯଦି ଟିକିଏ ଯତ୍ନ ନେଇ ପାରିଲେ ନାହିଁ ତାହା ବଡ ଦୁଃଖର ବିଷୟ ଅଟେ । ଗୋଟିଏ ସୁଟିଙ୍ଗ ନିମନ୍ତେ ବାହାର ରାଜ୍ୟ କୁ ଯିବାକୁ ପଡୁଥିଲା । ଯିବା ଆସିବାରେ ସମୟ ବରବାଦ ହେଉଥିଲା । ମାତ୍ର ଏତେ ଭଲ ସୁଯୋଗ ଦେଲା ପରେ ତାହା ମଧ୍ୟ ବରବାଦ ହୋଇଗଲା ।

ମାତ୍ର ଆମ୍ଭେ ଏଠାକୁ କଣ ପାଇଁ ଆସିଛେ ତାହା ନ କରି ଯଦି ଏଭଳି କାମ କରିବା ତେବେ କିଭଳି କଳିଙ୍ଗ ଷ୍ଟୂଡିଓ ଛିଡା ହେବ ? ଜୟା ମା’ ଭୂମିକରେ ଅଭିନୟ କରିଛନ୍ତି ତଥା ହିରୋଇନ ଭୂମିକାରେ ମଧ୍ୟ ଅଭିନୟ କରିଛନ୍ତି । କିନ୍ତୁ ତାଙ୍କ ସହିତ ଘଟିଥିବା ଗୋଟିଏ ଇନ୍ସିଡେଣ୍ଟ ଯାହା ତାଙ୍କୁ ବହୁତ ଡର ଲାଗିଥିଲା ତାହାକୁ ନେଇ ସେ କହିଛନ୍ତି ଗୋଟିଏ ଚଳଚିତ୍ର ଥିଲା ହାକିମ ବାବୁ ରେ ।

ସେ ଜାଣିଥିଲେ ତଥା ସ୍କ୍ରିପ୍ଟରେ ମଧ୍ୟ ଥିଲା ଯେ ଲାଷ୍ଟ କୁ ହିରୋଇନ ଯିଏ ତା’ର ନାମ ଧାନୀ ତାକୁ ରେପ ହେବ ଆଉ ମ-ଡ-ରରେ ସେ ମରିଯିବ । ମାତ୍ର ସେ ଯେଉଁ ଲୋକେଶନ ଯାହା ଭୟାନକ ଥିଲା ଏବଂ ତାଙ୍କ ସହିତ ଯେଉଁ ଆର୍ଟିଷ୍ଟ ଥିଲେ ଅସିତ ପତି ଦଉଡେଇବା ତଥା ଅନ୍ୟାନ୍ୟ କୁ ନେଇ ଡର ଷ୍ଟାର୍ଟ ହୋଇଯାଇଥିଲା । ସେ ଜାଣିଥିଲେ ନ ଦୌଡେଇଲେ ପୁଣି କିଭଳି ହେବ ? ମାତ୍ର ସେହି ସମୟରେ ଅଭିନେତ୍ରୀ ଜୟା ଙ୍କର ଡରିବା ଷ୍ଟାର୍ଟ ହେଲା ।

କେତେକ ଜାଗାରେ ପଡି ମଧ୍ୟ ଯାଇଛନ୍ତି ଡରି କରି । ଏହାପରେ ଲାଷ୍ଟ କୁ ତାଙ୍କୁ ପକାଇ ଯେଉଁ ରେପ କରିବାକୁ ଉଦ୍ୟମ କରିଲେ ସେଥିରେ ସେ ସତକୁ ସତ ସେନ୍ସଲେସ ହୋଇଯାଇଥିଲେ । ମାତ୍ର ପରେ ସେ ବୁଝିଲେ ଯେ କ୍ୟାରେକ୍ଟର ଭିତରେ ପଶିଲେ ଏହିସବୁ ନିଶ୍ଚିତ ଭାବରେ ଆସିବ । ତେବେ ବନ୍ଧୁଗଣ ଅଭିନେତ୍ରୀ ଜୟା ଏଭଳି ଭାବରେ ନିଜ ମନର କଥା କହିଛନ୍ତି । ଏହି ବିବରଣୀ କୁ ନେଇ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *