ଜବରଦଖଲ ଉଚ୍ଛେଦକୁ ନେଇ ତହସିଲଦାର ଉପରେ ଚଢିଲେ ଗ୍ରାମବାସୀ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଚାନ୍ଦବାଲି ବ୍ଲକରେ ଚର୍ଚ୍ଚାରେ ଥିବା ଜଳଶ୍ବରପୁର ପଂଚାୟତର ଜବର ଦଖଲ ଉଚ୍ଛେଦ ଘଟଣାରେ ମାନ୍ୟବର ଉଚ୍ଚ ନ୍ୟାୟଳୟ ନିର୍ଦେଶରେ ଜବର ଦଖଲ ଉଛେଦ ସମୟରେ ତହସିଲଦରଙ୍କ ପାତର ଅନ୍ତର ନିତି ପ୍ରତିବାଦରେ ଆଜି ଆଦେନକାରୀ ଓ ତହସିଲଦାର ମଧ୍ୟରେ ମୁହାଁମୁହିଁ ହୋଇଛନ୍ତି । ତେବେ ଜଳେଶ୍ୱର ପୁରରେ ପୋଖରି କିସମ ପ୍ଲଟ ନଂ ୫୫୭/୫୫୩ରେ ଜବର ଦଖଲ ଉଛେଦ ହୋଇଥବା ବେଳେ

ପୂର୍ବରୁ ବିବାଦ ଘେରରେ ଥିବା ପ୍ଲଟ- ୫୯୫ ଗାଁ ରାସ୍ତା ସଂପ୍ରସାରଣ ଜବର ଦଖଲ ଉଛେଦ କରା ନ ଯିବାରୁ ଏହି ଘଟଣାକୁ ନେଇ କିଛି ଗ୍ରାମବାସୀ ସ୍ବର ଉଠାଇ ଥିଲେ । ତେବେ ଏଥିନେଇ ଘଟଣା ସ୍ଥଳରେ ଉତେଜନା ପରିସ୍ଥିତି ଦେଖାଦେବା ସହ ତହସିଲଦାର ଓ ଆବେଦନ କାରୀ ଗ୍ରାମବାସୀ ଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତ ଉପୁଜିବାରୁ ଘଟଣା ସ୍ଥଳରୁ ରାଜସ୍ବ କର୍ମଚାରୀ ମାନଙ୍କୁ ନେଇ ଫେରି ଯାଇଥିଲେ ତହିସିଲଦାର ।

ତେବେ ଏହି ଉଛେଦରେ ତହସିଲଦାରଙ୍କ ଶାସକ ଦଳ ଚାପରେ ପାତର ଅନ୍ତର ପ୍ରତିବାଦରେ ଆବେଦନ କାରୀ ଯୁବ ସମାଜ ସେବୀ ରମାକାନ୍ତ ଭୋଳ ଅତିଷ୍ଟ । ପୁଣି ନ୍ୟାୟଳୟକୁ ଯିବେ ଜଦିକିଛି ନ୍ଯାୟ ନ ମିଳେ ସେଶରେ ଭଦ୍ରକ ଜିଲ୍ଲା ପାଳଙ୍କ କାର୍ଯାଳୟ ଆଗରେ ଆତ୍ମା ହୁତି ଦେବେ ବୋଲି ଶ୍ରୀ ଭୋଳ ଗଣମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି ।

ତେବେ ଜବର ଦଖଲ ଉଚ୍ଛେଦ ଦ୍ୱାରା ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ତେବେ ଅନେକ ଧନ ଜୀଵନ ହାନି ମଧ୍ୟ ହେଉଛି । ତେବେ ଏହାର ବିରୋଧ ବର୍ତ୍ତମାନ ସବୁଆଡେ ଦେଖା ଯାଉଛି କାରଣ ଏହା ଦ୍ୱାରା ସେମାନେ ବହୁତ ଅସୁବିଧାରେ ମଧ୍ୟ ପଡୁଛନ୍ତି ।

ତେବେ ଏହାକୁ ନେଇ ଅନେକ ରାଜନୀତି ମଧ୍ୟ ଖେଳା ଯାଉଛି ଯାହା ଉଚିତ ନୁହେଁ । ଏହାକୁ ନେଇ ସାଧାରଣ ଜନତା ଅସନ୍ତୋଷ ମଧ୍ୟ ରହୁଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *