BREAKING NEWS: Bollywood ରେ ଶୋକର ଲହରୀ, ଆଉ ନାହାନ୍ତି କମେଡିଆନ Raju Srivastava

ବନ୍ଧୁଗଣ, ସୂଚନା ଅଞ୍ଜୁଯାୟୀ ରାଜୁ ଶ୍ରୀବାସ୍ତବଙ୍କ ପରଲୋକ ହୋଇଛି । ସେ ୫୮ ବର୍ଷ ବୟସରେ ସବୁଦିନ ଲାଗି ଆଖି ବୁଝିଛନ୍ତି । ରାଜୁ ଶ୍ରୀବାସ୍ତବ ଲୋକପ୍ରିୟ କାମେଡିଆନ ଥିଲେ । କିଛି ଦିନ ତଳେ ସେ ଅସୁସ୍ଥ ଥିଲେ ଏବଂ ମେଡିକାଲରେ ତାଙ୍କର ଚିକିତ୍ସ୍ୟା ଚାଲିଥିଲା । ଏହାପରେ ସେ ସୁସ୍ଥ ମଧ୍ୟ ହୋଇଯାଇଥିଲେ । ତେବେ ଅଚାନକ ଆଜି ତାଙ୍କର ମୃ-ତ୍ୟୁ ହୋଇଥିବା ଖବର ମିଳିଛି । ୧୯୬୩ ମସିହା ଡିସେମ୍ବର ୨୫ ତାରିଖରେ ତାଙ୍କର ଜନ୍ମ ହୋଇଥିଲା ଏବଂ ୫୮ ବର୍ଷ ବୟସରେ ସେ ସବୁଦିନ ଲାଗି ଆଖି ବୁଝିଛନ୍ତି ଲୋକପ୍ରିୟ କମେଡିଆନ ରାଜୁ ଶ୍ରୀବାସ୍ତବ ।

ନିଜର କାମେଡି ମାଧ୍ୟମରେ କୋଟି କୋଟି ଭାରତୀୟ ଙ୍କ ମନ ଜିଣିଥିଲେ ରାଜୁ ଶ୍ରୀବାସ୍ତବ । ଅନେକ ଗୁଡିଏ ସୋ ରେ ତାଙ୍କର କମେଡି ଲୋକଙ୍କ ମନ କିଣିଥାଏ । ମାତ୍ର ସୂଚନା ଅନୁଯାୟୀ କିଛି ଦିନ ତଳେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ଵର ହୋଇଥିଲା । ଏବଂ ସେ ହସ୍ପିଟାଲରେ ମଧ୍ୟ ଭର୍ତ୍ତି ହୋଇଥିଲେ ।

ଏହା ସହିତ ତାଙ୍କର ଚିକିତ୍ସ୍ୟା ମଧ୍ୟ ଜାରି ରହିଥିଲା । ଏହାପରେ ସେ ଗୁରୁତ୍ଵର ହୋଇଥିବା ନେଇ ଯେଉଁ ଖବର ସାମ୍ନାକୁ ଆସିଥିଲା ତାଙ୍କୁ ପରିବାର ଲୋକେ ମଧ୍ୟ ଖଣ୍ଡନ କରିଥିଲେ । ଏହାପରେ ସେ ମଧ୍ୟ ସୁସ୍ଥ ହୋଇଥିଲେ । ମାତ୍ର ବର୍ତ୍ତମାନ ସମୟରେ କିନ୍ତୁ ତାଙ୍କର ପରଲୋକ ହେବାର ଖବର ସାମ୍ନା କୁ ଆସିଛି । ବଲିଉଡ ନିମନ୍ତେ ଏହା ନିଶ୍ଚିତ ଭାବରେ ଏକ ଦୁଃଖଦ ଖବର ଅଟେ ।

ସେ କାନପୁର ରେ ଜନ୍ମ ଗ୍ରହଣ କରିଥିଲେ । The Great Indian Lafter ଚ୍ୟାଲେଞ୍ଜ ରୁ ନିଜର କମେଡି କ୍ୟାରିୟର ଆରମ୍ଭ କରିଥିଲେ । ଏବଂ ଧୀରେ ଧୀରେ ଅନେକ ଗୁଡିଏ ଚଳଚିତ୍ରରେ ମଧ୍ୟ ଅଭିନୟ କରିଥିବାର ନଜର ଆସିଥିଲେ । ନିଜ ଅଭିନୟ ଏବଂ କମେଡି ମାଧ୍ୟମରେ କୋଟି କୋଟି ଭାରତୀୟଙ୍କ ମନ ଜିଣିଥିଲେ ରାଜୁ ଶ୍ରୀବାସ୍ତବ । ତାଙ୍କର ଏହିଭଳି ଏକାଳନୀୟ ମୃ-ତ୍ୟୁରେ ପରିବାର ଲୋକ ଙ୍କ ସମେତ ଭାରତବାସୀ ଭାଙ୍ଗି ପଡିଛନ୍ତି । ପରିବାରରେ ଶୋକ ର ଛାୟା ଖେଳିବା ସହିତ ସଂପୂର୍ଣ୍ଣ ବଲିଉଡ ମଧ୍ୟ ଦୁଃଖରେ ଭାଙ୍ଗି ପଡିଛି ।

କାରଣ ତାଙ୍କ କମେଡି କୁ ବଡ ବଡ ରଥିମହାରଥି ମାନେ ଅନେକ ଗୁଡିଏ ସୋ ରେ ପସନ୍ଦ କରିଥାନ୍ତି । ସେ ଚଳଚିତ୍ର ମାନଙ୍କରେ ମଧ୍ୟ ନିଜ କମେଡି ମାଧ୍ୟମରେ କୋଟି କୋଟି ଫ୍ୟାନ୍ସଙ୍କର ମନ ଜିତିଥିଲେ ଲୋକପ୍ରିୟ କମେଡିଆନ । ତେବେ ଭଗବାନ ତାଙ୍କ ପବିତ୍ର ଆତ୍ମା ଙ୍କୁ ମୋକ୍ଷ ପ୍ରଦାନ କରନ୍ତୁ । ବନ୍ଧୁଗଣ ଏହି ମର୍ମାହତ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *