‘ହ୍ୟୁମାନ ତ କାନଧରି ଭୁଲ ମାଗିଲେ ତାଙ୍କ ସ୍ତ୍ରୀଙ୍କୁ, ଆଉ କେମିତି ଭୁଲ ମାଗିଥାନ୍ତେ, ହେଲେ ତାଙ୍କ ସ୍ତ୍ରୀ କଣ କଲେ…’ ସମାଜସେବୀ Diptirekha

ବନ୍ଧୁଗଣ ଦିନକୁ ଦିନ ଓଡିଆ ଗାୟକ ହ୍ୟୁମାନ ସାଗର ଏବଂ ପତ୍ନୀ ଶ୍ରୀୟା ମିଶ୍ରଙ୍କ ପାରିବାରିକ ବିବାଦ ବଢିବାରେ ଲାଗିଛି । ଗତ ଦୁଇ ଦିନ ତଳେ ଶ୍ରୀୟା ଏକ ପ୍ରେସମିଟ କରି ହ୍ୟୁମାନଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ହ୍ୟୁମାନ ଆଉ ତାଙ୍କ ମଧ୍ୟରେ ଏକ ଥାର୍ଡ ପର୍ଶନ ଅଛି ବୋଲି ସେ କହିଥିଲେ । କିନ୍ତୁ ହ୍ୟୁମାନ ଏହି ସମସ୍ତ ଅଭିଯୋଗକୁ ମିଛ ବୋଲି କହିଛନ୍ତି । ଦର୍ଶକ ବନ୍ଧୁ ଏବେ ଏହି ମାମଲାକୁ ନେଇ ଅନେକ ଲୋକ ତୀବ୍ର ପ୍ରତିକ୍ରିୟା ରଖୁଛନ୍ତି ।

ଆଉ ଏହି ମାମଲାଟି ଏବେ କଟକ ମହିଳା ଥାନାରେ ଚାଲିଛି । ତେବେ ଆସନ୍ତା ଜାନୁୟାରୀ 30 ତାରିଖରେ ଏହି ମାମଲାର ଶୁଣାଣି ହେବ । ଆଉ ଏହାରି ମଧ୍ୟରେ ଜଣେ ମହିଳା ଏହି ମାମଲାକୁ ନେଇ ଏକ ବଡ ବୟାନ ଦେଇଛନ୍ତି ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବନ୍ଧୁଗଣ ଆଜି ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ଉକ୍ତ ମହିଳା ଜଣକଙ୍କ ମତରେ-‘ଆମେ ଯଦି ଦେଖିବା ଆମ ଓଡିଶାର ଜଣେ ଭଲ କଳାକାର ସିଏ ଡୁବି ଯିବ ଯଦି ଏସବୁ ଏମିତି ଚାଲିବ ତାକୁ କିଏ ପସନ୍ଦ କରିବେନି । ସେ ଯେଉଁ ଭଲ ଭାବରେ ଉପରକୁ ଉଠୁ ଥିଲେ ତାଙ୍କ କାରିୟର ବୁଡି ଯିବ । ଏହା ଦ୍ଵାରା ତାଙ୍କ ଫାମିଲି ବୁଡି ଯିବ । ଯଦି ତାଙ୍କର ଏହି ମାମଲା ବଢି ଯାଇ ଡିଭୋର୍ସ ଆଡକୁ ଗତି କରିବ ତା ହେଲେ ତାଙ୍କ କୁନି ଝିଅ ବହୁତ କଷ୍ଟ ସହିବ ।

ଏମିତି ନ ହେଉ ହେଲେ ଯଦି ଡିଭୋର୍ସ ହୁଏ ତା ହେଲେ ଆଗକୁ ତାଙ୍କ କୁନି ଝିଅକୁ ଶୁଣିବାକୁ ପଡିବ ତୋ ବାପା ଏମିତି କରି ଥିଲା ତୋ ମାଆ ଏମିତି କରି ଥିଲା । ବର୍ତ୍ତମାନ ଶ୍ରୀୟାର ଗୋଟେ ବଡ ଭୁଲ ତ ଆପଣ ସମସ୍ତେ ଜାଣିଛନ୍ତି ଏମିତି ପ୍ରେସମିଟ କରିବା । ସେ ଚାହିଁ ଥିଲେ ଫୋନ କରି ବୁଝାବଣା କରି ପାରି ଥାନ୍ତେ । ହେଲେ ଘର କଥା ପବ୍ଲିକରେ କହିବା ଖରାପ କଥା ।

ବାକି ହ୍ୟୁମାନ ସାଗର କାନ ଧରି ଭୁଲ ମାଗିଥିବା କଥା କହିଥିଲେ ସେଇଟା ମୁଁ ଦେଖିଛି । ତ ସିଏ ବି ବୁଝାବଣା ଚାହୁଁ ଛନ୍ତି । ଆଉ ସେ ଯେଉଁ କଥା କହିଥିଲେ ତାଙ୍କର ବୟସ ନୁହେଁ ଡାରେନାରେ କରିବା ପାଇଁ ମୁଁ ତାଙ୍କ କଥାରେ ଜାଣି ପାରୁଛି ତାଙ୍କ ଭଲ ପାଇବା ସେତିକି ଥିଲା’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *