Intersting Gk Questions- ଆପଣ କେବଳ 2 କୁ ବ୍ୟବହାର କରି 23 କୁ କିପରି ଲେଖି ପାରିବେ ? କୁହନ୍ତୁ କେମିତି ସମ୍ଭବ ?

ନମସ୍କାର। ଆମେ ଆପଣମାନଙ୍କ ପାଇଁ କିଛି ମଜାଦାର ପ୍ରଶ୍ନ ଓ ତାର ଉତ୍ତର ଆଣିଛୁ ।ସମସ୍ତେ ସଫଳ ହେବାକୁ ପସନ୍ଦ କରିଥାନ୍ତି।କିନ୍ତୁ ସେଥିପାଇଁ ବହୁତ ପରିଶ୍ରମ ଇଚ୍ଛାଶକ୍ତି ଓ ବୁଦ୍ଧି ର ଆବଶ୍ୟକ ହୋଇଥାଏ ।ଆପଣ ଦେଖିଥିବେ କିଛିଲୋକ ଜୀବନରେ ବହୁତ୍ ଶୀଘ୍ର ସଫଳତା ପାଇଯାଇଥନ୍ତି କିନ୍ତୁ କିଛି ବ୍ୟକ୍ତବିଶେଷ ମାନେ ବହୁତ କଷ୍ଟ କରିବା ସତ୍ତ୍ଵେ ତାଙ୍କୁ ସଫଳତା ମିଳେନାହିଁ । ଚାଲନ୍ତୁ ଆମେ ସମସ୍ତେ ନିଜର ସମୟକୁ ଅପଚୟ ନକରି ନିଜର ଜ୍ଞାନ ଭଣ୍ଡାର କୁ ବୃଦ୍ଧି କରିବା । ନିଜର ଜ୍ଞାନର ସୀମା କୁ ସଙ୍କୁଚିତ କରନ୍ତୁ ନାହିଁ। ଏହାକୁ ସର୍ବଦା ବଢ଼େଇବା ପାଇଁ ଚେଷ୍ଟା କରନ୍ତୁ।ଏହାର ଫଳ ନିଶ୍ଚୟ ଆପଣ ଙ୍କୁ ମିଳିବ।

ସେଥିପାଇଁ କୁହା ଯାଇଛି ଯେ ” ନ ସରିବା ଯାଏଁ ବାଟ ଚାଲୁଥିବ ନ ବୁଝିବା ଯାଏଁ ପଚାରି ପ୍ରଗତି ପଥ କୁ ଯେଉଁ ଜନ ଚାହେଁ ନ ଶୁଏ ସେ ଦିନ ସର୍ବରୀ ” ତେଣୁ ପରିଶର୍ମି ଲୋକ ସୁଖ ପାଏ ଅଳସୁଆ ଲୋକ ଦୁଃଖ ପାଏ । ଏହା ଆମେ ପିମ୍ପୁଡ଼ି ଆଉ ଝିଂଟିକା ଗଳ୍ପ ରୁ ଶିକ୍ଷା ଲାଭ କରିଆସିଛୁ । ଏହି ପ୍ରଶ୍ନ ଏବଂ ଉତ୍ତର ଆପଣମାନଙ୍କ ପାଇଁ ବହୁତ ଲାଭଦାୟକ ହେବ ଓ ଭବିଷ୍ୟତ ରେ ନିଶ୍ଚୟ ଏହା ଆପଣ ଙ୍କୁ ସାହାଯ୍ୟ କରିବ। କିଛି ଟା ଜ୍ଞାନର ସୀମା ଆପଣଙ୍କର ମଧ୍ୟ ବଢିବ ଏହା ମାଧ୍ୟମରେ। ତେବେ ଆସନ୍ତୁ ଜାଣିବା କ୍ରମାଗତ ଭାବେ ସେହି ପ୍ରଶ୍ନ ଏବଂ ଉତ୍ତର ଗୁଡ଼ିକ।

୧. କେଉଁ ଦେଶରେ ସାପ ଆଦୌ ଦେଖା ଯାଆନ୍ତି ନାହିଁ ?

ଉତ୍ତର – ଆୟରଲ୍ୟାଣ୍ଡ

 

୨. କେଉଁ ଶେଯରେ ମନୁଷ୍ୟ କେବେ ଶୋଇବାକୁ ଚାହିଁ ନ ଥାଏ କିନ୍ତୁ ସୋଇଥାଏ ?
ଉତ୍ତର-ଅର୍ଥି ସେଜ ।

୩.କେଉଁ ଜିନିଷ ମନୁଷ୍ୟ ର ନିଜର ସେ ନିଜେ ହିଁ କେବଳ ଥରେ ମାତ୍ର ଦେଖିଥାଏ ?
ଉତ୍ତର-ସ୍ୱପ୍ନ ।

୪.ଏପରି କେଉଁ ଜିନିଷ ଅଛି ଯାହା ଆମ ଚାରିପାଖରରେ ଥାଏ କିନ୍ତୁ ଆମେ ଦେଖିପାରୁନା ?
ଉତ୍ତର-ବାୟୁ ।

୫.କେଉଁ ମା ସବୁବେଳେ ବୁଲୁଥାଏ ?
ଉତ୍ତର-ପୃଥିବୀ ମା ।

୬.କେଉଁ ପକ୍ଷୀ ସବୁବେଳେ ଉଡୁଥାଏ ଏବଂ ବୁଲୁଥାଏ ହେଲେ ଗଛ ଉପରେ ବସେ ନାହିଁ ?
ଉତ୍ତର-ଟିଟୋନ ନାମକ ପକ୍ଷୀ ।

୭.ସବୁଠାରୁ ଛୋଟ ଯୁଦ୍ଧ କେଉଁ ଦୁଇ ଦେଶ ମଧ୍ୟରେ ହୋଇଥିଲା ?
ଉତ୍ତର-ବ୍ରିଟେନ ଜନଜୀବାର।

୮.ଭାରତର କେଉଁ ରାଜ୍ୟରେ ସବୁଠୁ ବେଶି ହାତୀ ଦେଖିବାକୁ ମିଳିଥାଏ ?
ଉତ୍ତର-କର୍ଣ୍ଣାଟକ ।

୯.ବନବାସ ପରେ ଭଗବାନ ରାମଚନ୍ଦ୍ର କେତେ ବର୍ଷ ଶାସନ କରିଥିଲେ ?
ଉତ୍ତର-୧୧୦୦୦ ବର୍ଷ ।

୧୦.କଲୋନୀ କୁ ହିନ୍ଦୀ ରେ କଣ କୁହାଯାଏ ?
ଉତ୍ତର- ବସ୍ତି ।

୧୧.ବୁଢିଆଣି ଜାଲ କେଉଁଥିରୁ ତିଆରି କରାଯାଏ ?
ଉତ୍ତର-ପ୍ରୋଟିନ ।

୧୨.କଳାପାଣି ଦଣ୍ତ ନାମ ଶୁଣି ମଣିଷ କାହିଁକି ଡରିଯାଏ ?
ଉତ୍ତର-କାରଣ ଏହି ଦଣ୍ଡର ଭୋକରେ ରହିବାକୁ ପଡିଥାଏ ।

୧୩.କେଉଁ ଦେଶରେ ଦୁଇଟି ରାଷ୍ଟ୍ରପତି ହୋଇଥାନ୍ତି ?
ଉତ୍ତର-ସନ ମରିନା ଦେଶ ରେ ।

୧୪.କେଉଁ ଦେଶରେ ସବୁଠୁ ବେଶି ଡେଙ୍ଗୁ ମଶା ଦେଖାଯାଏ ?
ଉତ୍ତର-ଭାରତ ।

୧୫.କୁକୁର ଅଜଣା ବ୍ୟକ୍ତିଙ୍କୁ ଦେଖିକି ଭୋକନ୍ତି କାହିଁକି ?
ଉତ୍ତର-ନିଜ ସ୍ଥାନ ର ସୁରକ୍ଷା କରିବା ପାଇଁ ।

୧୬.ରାକେଟ ର ଆବିଷ୍କାର କେବେ ହୋଇଥିଲା ?
ଉତ୍ତର-୧୬ ମାର୍ଚ୍ଚ ୧୯୯୬ ।

୧୭.ଭାରତର ସବୁଠୁ ସୁନ୍ଦର ଜିଲ୍ଲାର ନାମ କଣ ?
ଉତ୍ତର-ଗୋଲାପି ସହର ।

୧୮.ପୋଲିସ ରେ ଭର୍ତ୍ତି ହେବ ପାଇଁ କେତେ ଉଚ୍ଚତା ହେବା ଦରକାର ?
ଉତ୍ତର -୧୬୫ ସେଣ୍ଟିମିଟର ।

୧୯.ସବୁଠାରୁ ଦାମୀ ପଶୁର ନାମ କଣ ?
ଉତ୍ତର-ଦୌଡ଼ ରେ ଭାଗ ନେଇଥିବା ଘୋଡା ।

୨୦.କେଉଁ ଦେଶରେ ପବଜି ଖେଳିବା ମନା ହୋଇଥାଏ ?
ଉତ୍ତର – ଚୀନ ଦେଶ ରେ ।

୨୧.ମନୁଷ୍ୟ ସବୁଠାରୁ ପ୍ରଥମେ କେଉଁ ଫଳ ଖାଇଥିଲା ?
ଉତ୍ତର-ଖଜୁରି ।

୨୨.ଅମିତା ବଚନ କେଉଁ ରାଜ୍ୟରେ ଜନ୍ମ ଗ୍ରହଣ କରିଥିଲେ ?
ଉତ୍ତର-ଉତ୍ତରପ୍ରଦେଶରେ ।

୨୩.ଖାଦ୍ୟ କମ ଖାଇବା ଦ୍ଵାରା ଆମ ଶରୀରରେ କି ପ୍ରଭାବ ପଡିଥାଏ ?
ଉତ୍ତର-ଓଜନ କମିଯାଏ ।

୨୪.କେଉଁ ଫଳର ସ୍ଵାଦ ମିଠା ହୋଇଥିଲେ ମଧ୍ୟ ତାହା ବଜାର ରେ ବିକ୍ରି ହୋଇନଥାଏ ?
ଉତ୍ତର-ଧର୍ଯ୍ୟ ର ଫଳ ।

୨୫.ଏମିତି କେଉଁ ଡ୍ରେସ ଅଛି ଯାହାକୁ ପିନ୍ଧିପାରିବା ନାହିଁ ?
ଉତ୍ତର-ଆଡ୍ରେସ ।

୨୬.ଗୋଟେ ଏଟିଏମ ମେସିନ ରେ କେତେ ପଇସା ରହେ?
ଉତ୍ତର-୨୦ ଲକ୍ଷ୍।

୨୭.ଦୁନିଆ ରେ ଶେଷ ଥର କେବେ ପରମାଣୁ ବୋମା ବ୍ୟବହାର ହେଇଥିଲା?
ଉତ୍ତର-୧୯୪୫ ମସିହା ରେ।

୨୮.ଖାଦ୍ୟ ଖାଇବା ପରେ ଲୋକ କାହିଁକି ମିଠା ଖାଆନ୍ତି?
ଉତ୍ତର-ପାଚନ କ୍ରିୟା କୁ ଧୀର କରିବା ପାଇଁ.

୨୯.ଥଣ୍ଡା ରେ ବି ମୋବାଇଲ କାହିଁକି ଗରମ ହୁଏ?
ଉତ୍ତର-ଚାର୍ଜୀଂ ସମୟରେ କଭର ନ କାଢ଼ିବାରୁ।

୩୦.ପବନ ଆମକୁ କାହିଁକି ଦେଖାଯାଏ ନାହିଁ?
ଉତ୍ତର-କାହିଁକି ନା ତାର ଅଣୁ ବହୁତ ଛୋଟ ହୋଇଥାଏ.

୩୧.କଣ ଟାୱାର ଲଗାଉଥିବା କମ୍ପାନୀ ଗ୍ରାହକ ଠୁ ପଇସା ନିଅନ୍ତି?
ଉତ୍ତର-ନାହିଁ.

୩୨. ଆପଣ କେବଳ 2 କୁ ବ୍ୟବହାର କରି 23 କୁ କିପରି ଲେଖି ପାରିବେ ?

ଉତ୍ତର- ୨୨+୨/୨

ଆପଣମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ନୀତିଦିନ ଏହିଭଳି ସୁନ୍ଦର ସୁନ୍ଦର ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *