Interesting Gk Questions- ଆମ ଶରୀରର କେଉଁ ଅଙ୍ଗ ବିଜୁଳି ସୃଷ୍ଟି କରିଥାଏ ? ୯୯ % ଲୋକଙ୍କୁ ଜଣା ନାହିଁ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆପଣ ମାନେ ସାଧାରଣ ଜ୍ଞାନ ବିଷୟରେ ତ ଜାଣିଥିବେ । ଏହା ଆମର ସବୁ କ୍ଷେତ୍ରରେ କାମରେ ଆସିଥାଏ । କୋୖଣସି ପରୀକ୍ଷା ହେଉ କିମ୍ବା ଇଣ୍ଟରଭ୍ୟୁ ହେଉ ଏହା ସବୁଥିରେ କାମରେ ଆସିଥାଏ । ଏହା ଆମର ବହୁତ ଆବଶ୍ୟକ ମଧ୍ୟ ହୋଇଥାଏ । ବର୍ତ୍ତମାନ ବିଭିନ୍ନ କର୍ମକ୍ଷେତ୍ରରେ ଚାକିରୀ ପାଇବା ପାଇଁ ହେଲେ ସାଧାରଣ ଜ୍ଞାନ ଜାଣିବା ନିହାତି ଆବଶ୍ୟକ। ତେବେ ବନ୍ଧୁଗଣ ଆଜି ଆମେ ଏପରି କିଛି ସାଧାରଣ ଜ୍ଞାନର ପ୍ରଶ୍ନ ନେଇ ଆସିଛୁ ଆପଣଙ୍କ ନିକଟ କୁ ଯାହା ଆପଣ ପୂର୍ବରୁ କେବେ ମଧ୍ୟ ଶୁଣିନଥିବେ କି ଜାଣିନଥିବେ । ତେବେ ଆସନ୍ତୁ ବନ୍ଧୁଗଣ ଏହି ପରି କିଛି ପ୍ରଶ୍ନ ଓ ତାର ଉତ୍ତର ଜାଣିବା।

୧.କ୍ଷୀର ର ରଙ୍ଗ ଧଳା କଣ ପାଇଁ ହୋଇଥାଏ ?
ଉତ୍ତର-କ୍ଷୀର ରେ ଥିବା କେସିନ ନାମକ ପ୍ରୋଟିନ ପାଇଁ କ୍ଷୀର ର ରଙ୍ଗ ଧଳା ହୋଇଥାଏ।

୨.ପୃଥିବୀ ପୃଷ୍ଠ ରୁ ଆମେ ଚନ୍ଦ୍ର ର କେତେ ପ୍ରତିଶତ ଅଂଶ ଦେଖିପାରୁ?

ଉତ୍ତର-୫୯%।

୩.ଭାରତ ର ପ୍ରଥମ ମହିଳା ଅଧ୍ୟାପିକା କିଏ ଥିଲେ?

ଉତ୍ତର-ସାବିତ୍ରୀ ବାଇ ଫୁଲେ ଜି

୪.କେଉଁ ପକ୍ଷୀର ପର ନ ଥାଏ?

ଉତ୍ତର-କେବି ପକ୍ଷୀ

୫.କଳା ଗୋଲାପ କେଉଁ ଦେଶରେ ମିଳିଥାଏ।

ଉତ୍ତର-ତୁର୍କୀ ଦେଶ

୬.ବୋତଲ କୁ ହିନ୍ଦୀରେ କଣ କୁହାଯାଏ?

ଉତ୍ତର- ସିସି କୁହାଯାଏ

୭.ସମୁଦ୍ରରେ ଜନ୍ମ ନେଉଥିବା କେଉଁ ବସ୍ତୁ ସମସ୍ତ ଙ୍କ ଘରେ ଦେଖିବାକୁ ମିଳିଥାଏ?

ଉତ୍ତର-ଲୁଣ

୮.ଭାରତ ରେ କେଉଁ ବର୍ଷ ପ୍ରଥମ ଥର ପାଇଁ ଏଡ୍ସ ରୋଗ ଚିହ୍ନଟ କରାଯାଇଥିଲା?

ଉତ୍ତର-୧୯୮୬ ମସିହାରେ

୯.ଆମର ହୃଦୟ ର ଓଜନ କେତେ?

ଉତ୍ତର-୩୪୦ ଗ୍ରାମ

୧୦.ରାତିରେ ଆକାଶରେ ଲାଲ ଦେଖାଯାଉଥିବା ଅଂଶଟି କେଉଁ ଗ୍ରହ ଅଟେ?

ଉତ୍ତର-ମଙ୍ଗଳ

୧୧.ଇନ୍ସୁଲିଂ ର ଅଭାବରେ କେଉଁ ରୋଗ ହୋଇଥାଏ?

ଉତ୍ତର-ଡାଇବେଟିସ

୧୨.ଯେଉଁ ଗ୍ୟାସ ଦ୍ୱାରା ଆମେ ହସିଥାଉ ତା ନାମ କଣ?

ଉତ୍ତର- ନାଇଟ୍ରସ ଅକ୍ସାଇଡ଼

୧୩.ଚାଉଳ କୁ ପଲିସ କରିବା ଦ୍ୱାରା କେଉଁ ଭିଟାମିନ ନଷ୍ଟ ହୋଇଯାଇଥାଏ?

ଉତ୍ତର-ଥାଇମିନ

୧୪.କ୍ଷୀର କାହା ଦ୍ୱାରା ଖଟା ହୋଇଥାଏ?

ଉତ୍ତର-ଜୀବାଣୁ ଦ୍ୱାରା

୧୫.କେଉଁ ଭିଟାମିନ ଗରମ ହେବା ଦ୍ୱାରା ନଷ୍ଟ ହୋଇଯାଏ ?

ଉତ୍ତର-ଭିଟାମିନ ସି

୧୬.କେଉଁ ଜୀବର ଶରୀର ୩୨ ଭାଗ ହୋଇଥାଏ ?

ଉତ୍ତର-ଜୋକ

୧୭.ଏମିତି କେଉଁ ପକ୍ଷୀ ଅଛି ଯିଏ ନିଜ ବସା କେବେ ମଧ୍ୟ ତିଆରି କରିନଥାଏ?

ଉତ୍ତର-କୋଇଲି

୧୮-କେଉଁ ପଶୁର ଜିଭ କଳା ହୋଇଥାଏ?

ଉତ୍ତର-ଜିରାଫ

୧୯.ଭାରତ ବ୍ୟତୀତ ଅନ୍ୟ କେଉଁ ଦେଶରେ ଅଗଷ୍ଟ ୧୫ଦିନ ସ୍ବାଧିନତା ଦିବସ ପାଳନ କରାଯାଏ ?

ଉତ୍ତର-ଦକ୍ଷିଣ କୋରିଆ

୨୦.ଦିଆସିଲି ର ଆବିଷ୍କାର କିଏ କରିଥିଲେ ?

ଉତ୍ତର-ଜନ ୱଲକର

୨୧.ଏମିତି କେଉଁ ପଶୁ ଅଛି ଯିଏ ଜୋତା ପିନ୍ଧିକରି ଶୋଇଥାଏ?

ଉତ୍ତର-ଘୋଡା

୨୨.ଭାରତରେ ସର୍ବାଧିକ ଚିନି କେଉଁ ରାଜ୍ୟରେ ଉତ୍ପାଦନ ହୋଇଥାଏ?

ଉତ୍ତର-ଉତ୍ତର ପ୍ରଦେଶ

୨୩.ମଶା କୁ ସବୁଠୁ ବେଶି କେଉଁ ରଙ୍ଗ ଭଲ ଲାଗିଥାଏ?

ଉତ୍ତର- ନୀଳ ରଙ୍ଗ

୨୪.ଶୁଦ୍ଧ ଜଳର ପିଏଚ ମାନ କେତେ ହୋଇଥାଏ?

ଉତ୍ତର-୭

୨୫.ଭିଟାମିନ ଡ଼ି କିଏ ଆବିଷ୍କାର କରିଥିଲେ?

ଉତ୍ତର-ହବ କିଙ୍ଗସ

୨୬. ଆମ ଶରୀରର କେଉଁ ଅଙ୍ଗ ବିଜୁଳି ସୃଷ୍ଟି କରିଥାଏ ?

ଆମ ଶରୀରର ମସ୍ତିସ୍କ ୧୨ ରୁ ୨୫ ୱାଟ ବିଜୁଳି ସୃଷ୍ଟି କରିଥାଏ ।

ଆପଣମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ନୀତିଦିନ ଏହିଭଳି ସୁନ୍ଦର ସୁନ୍ଦର ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *