ଆଖିର ଦୃଷ୍ଟି ଶକ୍ତି କୁ 15 ଗୁଣା ବଢାଇ ମାତ୍ର 10 ଦିନରେ ହିଁ ଆଖିରୁ ଚଷମା ହଟାଇ ଦେବ ଏହି ଘରୋଇ ଉପାୟ- Health Tips

ନମସ୍କାର ବନ୍ଧୁଗଣ , ଆଜିକାଲି ସମସ୍ତଙ୍କର ଆଖିର ଉଜ୍ଜଳତା କମିବାରେ ଲାଗିଛି । ଆଜିକାଲି ର ଯୁବପିଢି ଏହା କୁ ବୁଝି ପାରିନଥାନ୍ତି କିନ୍ତୁ ସେ ବହୁତ ପ୍ରଭାବ ପକାଇଥାନ୍ତି ନିଜ ଆଖି କୁ । ଆଜିକାଲି ଲୋକମାନେ ବହୁତ ମୋବାଇଲ , କମ୍ପ୍ୟୁଟର, ଟିଭି , ଆଦି ବିଭିନ୍ନ ଇଣ୍ଟରନେଟ ମାଧ୍ୟମରେ ନିଜର କାମ ସବୁ କରିଥାନ୍ତି । ଏହାଛଡା ଆଜିକାଲି ଲୋକଙ୍କ ର ଆହାର ମଧ୍ୟ ଏତେ କମ କି ତାହା ଆଖି ପାଇଁ ଉପଯୁକ୍ତ ହୋଇନଥାଏ । ଯାହାଫଳରେ କି ଆମ ଆଖିର ଉଜ୍ଜଳତା କମି କମି ଯାଇଥାଏ ଯାହା ଆମେ ଜାଣି ମଧ୍ୟ ପାରି ନ ଥାଉ ।

ତେଣୁ ଆଜି ଆପଣଙ୍କୁ ଆୟୁର୍ବେଦିକ ଗ୍ରନ୍ଥ ଅଷ୍ଟାଙ୍ଗ ହୃଦମ ରୁ କିଛି ଘରୋଇ ଉପାୟ ଜଣାଇବୁ ଯାହାଦ୍ୱାରା କି ଆପଣ ଆପଣଙ୍କ ଘରୋଇ ଉପଚାର ଦ୍ବାରା ଆପଣ ଆପଣଙ୍କ ଆଖି କୁ ଠିକ କରିପାରିବେ । ତେବେ କଣ କଣ ଖାଇଲେ , କେଉଁ ଯୋଗ କଲେ ଏବଂ କେଉଁ ଆକ୍ୟୁପ୍ରେସର ଦ୍ବାରା ଆଖି ର ଉଜ୍ଜଳତା ବଢିପାରିବ ଆଜି ଆପଣଙ୍କୁ ସେ ବିଷୟରେ ଜଣେଇବୁ ।

ଯେଉଁମାନେ ରାତି ରେ ଜଲଦି ସୋଇପଡନ୍ତି ଏବଂ ସକାଳୁ ଜଲଦି ଉଠିଥାନ୍ତି ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ତାଙ୍କ ର ଦୃଷ୍ଟି ଶକ୍ତି ମଧ୍ୟ ଭଲ ହୋଇଥାଏ । ଯେଉଁ ଲୋକମାନେ ରାତି ରେ ଅଶ୍ଳୀଳ ଜିନିଷ କରି ନିଜ ଶକ୍ତି ନଷ୍ଟ କରିଥାନ୍ତି ଦୟାକରି ତାହାକୁ ବନ୍ଦ କରନ୍ତୁ କାରଣ ଏହା ମଧ୍ୟ ବହୁତ ପ୍ରଭାବ ପକାଇଥାଏ ।ନିଜର ଦୃଷ୍ଟି ଶକ୍ତି ଉପରେ ବହୁତ ପ୍ରଭାବ ପକାଇଥାଏ ଏବଂ ଆପଣ ସୂର୍ଯ୍ୟ ଉଦୟ ର ସଙ୍ଗେସଙ୍ଗେ ଆପଣ ସବୁଜ ଘାସ ଉପରେ ଖାଲି ପାଦରେ ଚାଲନ୍ତୁ ।

ଏହାଦ୍ବାରା ଆପଣଙ୍କ ଦିନ ଏବଂ ରାତି କୁ ସେ ପୁରା ପରିବର୍ତ୍ତନ କରିଦେଇଥାଏ । ଆପଣ ରାତିରେ ଶୋଇଲା ସମୟରେ ସୋରିଶ ତେଲ କୁ ପାଦରେ ଭଲ ଭାବରେ ଦବାଇ ଦବାଇ ଲଗାନ୍ତୁ । ଏହାକୁ ଆପଣ ସପ୍ତାହ ର କୌଣସି ବି ଦୁଇଦିନ କରିପାରିବେ । ଏହାକୁ ଟିକେ ଉଷୁମ କରି ଲଗେଇବା ଦ୍ବାରା ଆପଣଙ୍କ ଆଖି ର ଉଜ୍ଜଳତା ଦିନ ରାତି ପୁରା ବଢିଯିବ ।

ଏହା କରିବା ସହିତ ଆପଣ ଆପଣଙ୍କ ଆହାର କୁ ମଧ୍ୟ ଠିକ ରଖନ୍ତୁ । ଆପଣଙ୍କ ଆହାର ଭିତରେ ଅଁଳା । ଅଁଳା କୁ ଆପଣ ଆଚାର କରି ଖାଇପାରିବେ ତାର ଗୁଣ୍ଡ କରି ଖାଇପାରିବେ , ତାର ଜୁସ ମଧ୍ୟ କରିକି ପିଇ ପାରିବେ । ଅଖରୋଟ , ବାଦାମ ଆଦି କୁ ମଧ୍ୟ ଆପଣ ପାଣିରେ ଭିଜାଇ ସକାଳୁ ତାହାକୁ ଖାଇବା ଦ୍ବାରା ଆପଣଙ୍କ ଆଖି ର ଉଜ୍ଜଳତା ବଢ଼ିଥାଏ ।

ଏହାଛଡା ଶୁଖିଲା ବାଦାମ କୁ ହାତ ରେ ଗୁଣ୍ଡ କରି ତା ସହିତ ଅଧା ଚାମଚ ମିଶ୍ରି ଏବଂ ସୁଣ୍ଠି ଅଧା ମିଶାଇ ତାହାକୁ ଉଷୁମ ପାଣି ସହ କିମ୍ବା କ୍ଷୀର ସାହାଯ୍ୟ ରେ ସକାଳୁ ପିଇବା ଦ୍ୱାରା ଆପଣଙ୍କ ଆଖି ର ଉଜ୍ଜଳତା ବଢ଼ିଥାଏ । ସକାଳୁ କ୍ଷୀର ପିଇବା ଉଚିତ ନୁହେଁ ଆୟୁର୍ବେଦ ରେ ଏହାକୁ ରାତି ରେ ହିଁ ପିଇବା ଦ୍ବାରା ଭଲ ହୋଇଥାଏ । କିନ୍ତୁ ଯଦି ଆପଣଙ୍କ ଆଖିର ଉଜ୍ଜଳତା ଖରାପ ଅଛି ତେବେ ଆପଣ ସକାଳୁ କ୍ଷୀର ପିଇ ପାରିବେ ।

ଏହାସବୁ ତ ଠିକ ଅଛି କିନ୍ତୁ ଏହାଛଡା ଆପଣ ପ୍ରାଣାୟମ କରିବା ନିହାତି ଜରୁରୀ । ଏହା କରିବା ଦ୍ବାରା ଆପଣଙ୍କ ରକ୍ତ ସଞ୍ଚାଳନ ଠିକ ହୋଇଥାଏ , ଅମ୍ଳଜାନ ର ଠିକ ଯିବା ଆସିବା ହୋଇଥାଏ । ରକ୍ତ ସଞ୍ଚାଳନ ଠିକ ହେବା ଦ୍ବାରା ଆମ ଆଖିରେ ମଧ୍ୟ ରକ୍ତ ସଞ୍ଚାଳନ ଠିକ ହୋଇଥାଏ ।

ଯାହାଦ୍ୱାରା ଆମର ଆଖି ର ଉଜ୍ଜଳତା ବଢ଼ିଥାଏ । ଏହା ଦ୍ଵାରା ଆପଣଙ୍କ ହୃଦ ରୋଗ , ବ୍ରଣ ସବୁ ପ୍ରକାର ର ବିଭିନ୍ନ ରୋଗ ଭଲ ହୋଇଯାଇଥାଏ । ଯଦି ଆପଣ ପ୍ରାଣାୟମ କଣ ଜାଣିନାହାନ୍ତି ତେବେ ଆପଣ ୟୁ ଟୁବ ରୁ ସର୍ଚ୍ଚ କରିକି ଦେଖପାରିବେ । କପାଳଭାରତୀ ଯୋଗ ନିଶ୍ଚିତ ଭାବରେ କରନ୍ତୁ । ଏହାଦ୍ୱାରା ଆପଣଙ୍କ ଆଖିର ଉଜ୍ଜଳତା ବଢ଼ିଥାଏ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *