ଆରାମ୍ ରେ ସାଇକେଲ୍ ନେଇ ଯାଉଥିବା ଏହି ଲୋକକୁ ଜଣା ବି ନଥିଲା ତା ସହ କଣ ଘଟିବାକୁ ଯାଉଛି, ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନର ଡିଜିଟାଲ ଦୁନିଆରେ ସୋ-ସି-ଆ-ଲ ମି-ଡି-ଆ-ର ବ୍ୟବହାର ଆମେ ସମସ୍ତେ କରୁଛୁ । ସୋ-ସି-ଆ-ଲ ମି-ଡି-ଆ ବିନା ଆମେ ରହି ପାରିବା ନାହିଁ କାରଣ ସୋ-ସି-ଆ-ଲ ମି-ଡି-ଆ-ର ବ୍ୟବହାରରେ ଆମେ ଦେଶ ବିଦେଶରେ ଘ-ଟୁ-ଥିବା ସମସ୍ତ ଘ-ଟ-ଣା ଏବଂ ଖବର ବିଷୟରେ ଅତି ସହଜରେ ଜାଣିବା ସହ ଆମେ ଆମର ମନୋରଞ୍ଜନ ମଧ୍ୟ କରିପାରୁଛୁ ।

ପଶୁ ମାନଙ୍କର ଅନେକ ଭିଡିଓ ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହେଉଛି ହେଲେ ଆଜି ଆମେ ଆପଣ ମାନଙ୍କୁ କିଛି ଏପରି ଆଶ୍ଚର୍ଯ୍ୟ ଜନକ ଭିଡିଓ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣଙ୍କ ହୋସ ଉଡିଯିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

୧. ଆମ ଲିଷ୍ଟର ପ୍ରଥମ ଭିଡିଓଟି ହେଉଛି ଦକ୍ଷିଣ ଆଫ୍ରିକାର କ୍ରୁକର ନାସନାଲ ପାର୍କର । ବନ୍ଧୁଗଣ ଏହି ଭିଡିଓରେ କିଛି ଟୁରିଷ୍ଟ ହାତୀ ମାନଙ୍କର ଏକ ବଡ ଦଳର ଫଟୋ ଉଠାଉ ଥିଲେ । କିନ୍ତୁ ହାତୀ ମାନଙ୍କ ସହ ସେମାନଙ୍କ ଛୁଆ ମାନେ ମଧ୍ୟ ସେହି ସ୍ଥାନରେ ଥିଲେ ଯାହା ଫଳରେ ହାତୀ ମାନେ ଆ-କ୍ରା-ମ-କ ହୋଇ ଉଠିଲେ ଏବଂ ଭ-ୟ-ରେ ଏକ ପଡିଆ ଆଡକୁ ଦଉଡିବାକୁ ଲାଗିଲେ । ସେହି ପଡିଆରେ ଦୁଇଜଣ ଝିଅ ଥିଲେ ଓ ହାତୀର ଆ-କ୍ର-ମ-ଣ-ରୁ ସେ ଅଳ୍ପକେ ବଞ୍ଚି ଗଲେ ।

୨. ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ଭିଡିଓରେ କିଛି ଟୁରିଷ୍ଟ ହାତୀ ଦେଖିବା ପାଇଁ ଜଙ୍ଗଲ ଭିତରକୁ ଯାଇଥିଲେ । ଭିଡିଓରେ ଗୋଟେ ହାତୀ ସେହି ଟୁରିଷ୍ଟ ମାନଙ୍କ ଗାଡି ଆଡକୁ ମା-ଡି ଆସୁଛି । ହେଲେ ସେହି ସ୍ଥାନରେ ଥିବା ଟୁରିଷ୍ଟ ଗାଇଡ ଜଣକ ଅଧିକ ସାହାସୀ ଥିଲା ସେ ଭ-ୟ ନକରି ନିଜ ଗାଡି ଆଗରେ ବସି ରହିଲା । ଯୁବକଙ୍କ ସାହାସ ଦେଖି ହାତୀ ଭଳି ବିଶାଳ ଜୀବକୁ ହାର ମାନି ବାକୁ ପଡିଲା ।

୩. ବନ୍ଧୁଗଣ ଆପଣ ମାନେ ସମସ୍ତେ ଚିତା ବାଘକୁ ନିଶ୍ଚୟ ଦେଖିଥିବେ । ଆମ ତୃତୀୟ ଭିଡିଓରେ କିଛି ଲୋକ ଏକ ସଫାରି ଜିପରେ ବସି ଜଙ୍ଗଲରେ ବୁଲୁ ଥିଲେ । ସେହି ସମୟରେ ଏକ ଚିତା ବାଘ ଗାଡି ଭିତରକୁ ପ-ଶି ଯାଇଥିଲା । ଚିତା ବାଘ ଗାଡିରେ ଥିବା ସମୟରେ ସମସ୍ତଙ୍କ ହୋସ ଉଡିଯାଇଥିଲା ହେଲେ କେହି କିଛି ପ୍ରତିକ୍ରିୟା ଦେଲେ ନାହିଁ । କିଛି ସମୟ ପରେ ଚିତା ବାଘ ସେହି ସ୍ଥାନରୁ ଫେ-ରା-ର ହୋଇଯାଇଥିଲା ।

୪. ବନ୍ଧୁଗଣ ଆପଣ ମାନେ ସମସ୍ତେ ଷ-ଣ୍ଢ ଲ-ଢେ-ଇ ନିଶ୍ଚୟ ଦେଖିଥିବେ । ଆମ ଶେଷ ଭିଡିଓରେ ଦୁଇଟି ଷ-ଣ୍ଢ ମାର୍କେଟ ମଝିରେ ଲ-ଢା ଲ-ଢି ହେଉଛନ୍ତି । କିଛି ଲୋକ ଷଣ୍ଢ ମାନଙ୍କୁ ଛଡେଇବା ପାଇଁ ପାଣି ମଧ୍ୟ ପକାଉ ଛନ୍ତି । ହେଲେ ସେହି ସମୟରେ ଜଣେ ମହାଶୟ କିଛି ନଦେଖି ଷଣ୍ଢ ମାନଙ୍କ ସାଇଡ ଦେଇ ଚାଲିଗଲେ ।

Leave a Reply

Your email address will not be published. Required fields are marked *