Jyotish Shastra- ଆଜି ଠାରୁ ୭ ଟି ରାଶିରେ ହେବ ଧନର ବର୍ଷା, ୫ ଟି ରାଶି ରୁହନ୍ତୁ ସାବଧାନ, ଘଟିପାରେ କିଛି ଅଘଟଣ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଂକୁ ୧୨ଟି ରାଶିର ଭବିଷ୍ୟତ ରେ ହେବାକୁ ଥିବା ରାଶିଫଳ ସମ୍ବନ୍ଧରେ କହିବାକୁ ଯାଉଛୁ । ବନ୍ଧୁଗଣ ଆସନ୍ତା ସମୟରେ କିଛି ରାଶି ମାନଙ୍କ ଭାଗ୍ୟ ବଦଳିବାକୁ ଯାଉଛି ଏବଂ ସେମାନଙ୍କ ଜୀବନ ରେ ଖୁସି ର ଆଗମନ ହେବାକୁ ଯାଉଛି ଏବଂ କିଛି ରାଶି ଙ୍କ ଉପରେ ବିପଦ ଆସିବାର ସମ୍ଭାବନା ରହିଛି ଏବଂ ସେମାନଙ୍କୁ ସତର୍କତା ର ସହ ରହିବାକୁ ପଡ଼ିବ ।

ଭବିଷ୍ୟତ ରେ ମେଷ ରାଶି ଠାରୁ ଆରମ୍ଭ କରି ମୀନ ରାଶି ପର୍ଯ୍ୟନ୍ତ ସମସ୍ତ ରାଶିରେ କିଛି ନା କିଛି ପରିବର୍ତ୍ତନ ହେବାକୁ ଯାଉଛି । ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ୧୨ଟି ରାଶି ସମ୍ବନ୍ଧରେ କହିବୁ ଏବଂ ଜଣାଇବୁ କେଉଁ ରାଶି ମାନଙ୍କୁ ସୁଖ ତଥା ଧନର ପ୍ରାପ୍ତି ହେବ ଏବଂ କେଉଁ ରାଶି ମାନେ ଦୁଃଖ ର ପାହାଡ଼ ରେ ଘେରିହୋଇ ରହିବେ । ତେବେ ବନ୍ଧୁଗଣ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

mithuna rashi

୧. ମିଥୁନ ରାଶି- ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ଆସନ୍ତା ସମୟ ଅନୁକୂଳ ରହିବ । ଏହି ରାଶିର ବ୍ୟକ୍ତି ମାନେ ସମସ୍ତ କ୍ଷେତ୍ରରେ ସଫଳତା ହାସଲ କରିବେ । ପରିବାର ରେ ସୁଖ ଶାନ୍ତି ସ୍ଥାପନ ହେବ । ନୂଆ ନୂଆ ସଫଳତା ହାସଲ କରିବେ । ଏହି ରାଶିମାନଙ୍କର ଦିନକୁ ଦିନ ଉନ୍ନତି ଓ ସଫଳତା ହାସଲ କରିବାର ସମୟ ଏବେ ପାଖେଇ ପାଖେଇ ଆସୁଛି ।

୨. ତୁଳା ରାଶି- ଏହି ରାଶିର ବ୍ୟକ୍ତି ମାନେ ସବୁ କ୍ଷେତ୍ରରେ ସତର୍କତା ର ସହ କାର୍ଯ୍ୟ କରନ୍ତୁ ସଫଳତା ଲାଭ କରିବେ । ବ୍ୟବସାୟ କ୍ଷେତ୍ରରେ ଲାଭ ହେବ । କହିବାକୁ ଗଲେ ଆପଣଙ୍କ ପାଇଁ ଆସନ୍ତା ସମୟ ଅତ୍ୟନ୍ତ ଭଲ ରହିବାର ଅଛି । ବୈବାହିକ ଜୀବନ ଭଲ ରହିବ । ଘର ପରିବାର ସୁଖମୟ ହେବ ।

bichha rashi

୩. ବିଚ୍ଛା ରାଶି- ଏହି ରାଶିର ବ୍ୟକ୍ତି ମାନଙ୍କୁ ନୂଆ ଚାକିରୀ ର ସଂଯୋଗ ରହିଛି । ଛାତ୍ରଛାତ୍ରୀ ମାନେ ସଫଳତା ପାଇବେ ।  ଆପଣଙ୍କୁ ନିଜ ପତ୍ନୀର ପୂର୍ଣ୍ଣ ସହଯୋଗ ମିଳିବ । ଯାହାଫଳରେ ଆପଣଙ୍କ ମନ ପ୍ରସନ୍ନ ରହିବ । ଅବିବାହିତ ଲୋକମାନେ ବହୁତ ଶୀଘ୍ର ବିବାହ କରିବେ ।

୪. ଧନୁ ରାଶି- ଏମାନଙ୍କ ଜୀବନ ସୁଖ ଶାନ୍ତି ରେ ପରିପୂର୍ଣ୍ଣ ରହିବ ଏବଂ ଯୁବକ ଯୁବତୀ ମାନଙ୍କର ବିବାହ ଯୋଗ ରହିଛି । ଚାକିରି ଓ ବ୍ୟାପାର କ୍ଷେତ୍ରରେ ଥିବା ଲୋକମାନଙ୍କର ସମସ୍ତ ସମସ୍ଯା ଦୂର ହେବାକୁ ଯାଉଛି ଓ ସେମାନଙ୍କ ଆୟ ବହୁତ ଶୀଘ୍ର ବଢିବାକୁ ଯାଉଛି ।

makar rashi

୫. ମକର ରାଶି- ଏହି ରାଶି ର ବ୍ୟକ୍ତି ମାନଙ୍କ ପାରିବାରିକ ଜୀବନ ରେ ସୁଖ ସମୃଦ୍ଧି ସ୍ଥାପନ ହେବ ଏବଂ ନୂତନ କାର୍ଯ୍ୟ ଆରମ୍ଭ କରିବେ ଏବଂ ସଫଳତା ମଧ୍ୟ ଲାଭ କରିବେ । ଏହି ରାଶିର ଲୋକମାନଙ୍କୁ ମାତା ଲକ୍ଷ୍ମୀ ଙ୍କ କୃପାରୁ ଚାକିରି କ୍ଷେତ୍ରରେ ଉନ୍ନତି ମିଳିବାର ସମ୍ଭାବନା ରହିଛି । ଆପଣ କୌଣସି ନୂଆ ବିଜିନେସ ଆରମ୍ଭ କରି ପାରିବେ ।

୬. କୁମ୍ଭ ରାଶି- ଏହି ରାଶିର ବ୍ୟକ୍ତି ମାନଙ୍କ ଜୀବନ ରେ ଏଭଳି ଜଣେ ଆସିବେ ଯାହା ସହାୟତାରେ ସବୁ କ୍ଷେତ୍ରରେ ସଫଳତା ଲାଭ କରିବେ । ଏହି ରାଶିର ଆସନ୍ତା ବର୍ଷ ରେ ଯାତ୍ରା ଯୋଗ ମଧ୍ୟ ରହିଛି । ଆପଣଙ୍କ ଘରେ କୌଣସି ଶୁଭ କାର୍ଯ୍ୟ ହୋଇପାରେ । ଏହି ରାଶିର ଲୋକମାନଙ୍କ ଉପରେ ମାତା ଲକ୍ଷ୍ମୀଙ୍କର ଅସିମ କୃପା ଲାଗି ରହିବ । ଆପଣ ମାନଙ୍କ ଭଣ୍ଡାର ଧନ ଦୌଲତରେ ଭରପୁର ହୋଇଯିବ ।

mina rashi

୭. ମୀନ ରାଶି- ଏହି ରାଶି ର ବ୍ୟକ୍ତି ମାନେ ବ୍ୟବସାୟ କ୍ଷେତ୍ରରେ ଆଶା ଅନୁଯାୟୀ ସଫଳତା ହାସଲ କରି ପାରିବେ ନାହିଁ । କିନ୍ତୁ ସମାଜରେ ଏହି ରାଶିର ବ୍ୟକ୍ତି ମାନଙ୍କ ମାନ ସମ୍ମାନ ପ୍ରତିଷ୍ଠା ହେବ । ଜୀବନରେ ଥିବା ସମସ୍ତ ଅସୁବିଧା ଦୂର ହେବା ସହିତ ଏମାନଙ୍କୁ ବହୁତ ଧନଲାଭ ହେବ ଓ ଏମାନଙ୍କ ଆଗାମୀ ଜୀବନ ସୁଖ ସମୃଦ୍ଧିରେ ଭରିଯିବ ।

ଏବେ ଜାଣିବା କେଉଁ ରାଶିଙ୍କ ପାଇଁ ଏହି ମାସ ଟି ଅଶୁଭ ରହିବ

୧. ମେଷ ରାଶି- ଏହି ରାଶିର ବ୍ୟକ୍ତି ମାନଙ୍କ ର ପୈତୃକ ସଂପତ୍ତିକୁ ନେଇ କିଛି ଗଣ୍ଡଗୋଳ ହୋଇପାରେ । ହଜି ଯାଇଥିବା ଧନ ପ୍ରାପ୍ତ ହେବ । ଶାରୀରିକ ଅସୁସ୍ଥତା ଦେଖା ଯାଇପାରେ । କିନ୍ତୁ ସେହି ସମସ୍ୟା ଏତେ ଗମ୍ଭୀର ହୋଇନଥାଏ । ଏମାନଙ୍କୁ କର୍ମ କ୍ଷେତ୍ରରେ ଅସୁବିଧା ର ସମ୍ମୁଖୀନ ହେବାର ସମ୍ଭାବନା ରହିଛି । କିନ୍ତୁ ମହିଳା ମାନଙ୍କ ପାଇଁ ଆସନ୍ତା ସମୟ ଶୁଭଦାୟକ ଅଟେ ।

karkat rashi

୨. କର୍କଟ ରାଶି- ଏହି ରାଶିର ବ୍ୟକ୍ତି ଙ୍କ ବୈବାହିକ ଜୀବନ ରେ ସମସ୍ୟା ଆସିବ ଏବଂ ସମସ୍ୟା ର ସମୁଖୀନ୍ନ ହେବାକୁ ପଡ଼ିବ ଏବଂ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । ଦୂର ବନ୍ଧୁଙ୍କ ଦ୍ଵାରା ଅପମାନିତ ହୋଇ ପାରନ୍ତି । ଅଯୋଥା କାମରେ ଟଙ୍କା ବିନିଯୋଗ କରିବେ । ଅବାଞ୍ଛିତ ପରିସ୍ଥିତିରେ ପଡିବେ ।

୩. ବୃଷ ରାଶି- ଲକ୍ଷ୍ୟ ହାସଲ କରିବା ନିମନ୍ତେ ଚେଷ୍ଟା ଏବଂ ଯଥା ସମ୍ଭବ ପରିଶ୍ରମ କରିବାକୁ ପଡ଼ିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । କୌଣସି କ୍ଷେତ୍ର ରେ ସମସ୍ୟା ର ସମ୍ମୁଖୀନ ହେବାକୁ ପଡ଼ିବ । ଚାକିରୀ ଏବଂ ବ୍ୟାପାର କ୍ଷେତ୍ରରେ ଉନ୍ନତି ହାସଲ ହେବ । ପରିବାରରେ ଜଞ୍ଜାଳ ବଢିବ , ଖର୍ଚ ବଢିବାରୁ ବିଚଳିତ ରହିବେ ।

singha rashi

୪. ସିଂହ ରାଶି- ଏହି ରାଶି ର ବ୍ୟକ୍ତି ମାନଙ୍କ ଉପରେ ବିଭିନ୍ନ ପ୍ରକାର ସମସ୍ୟା ଆସିବାର ସମ୍ଭାବନା ଅଛି ଏଥିପ୍ରତି ସତର୍କ ହେବେ । ଛାତ୍ରଛାତ୍ରୀ ମାନେ ପରୀକ୍ଷା ରେ ସଫଳତା ପାଇବେ । ଶାରୀରିକ କଷ୍ଟ ଭୋଗିବେ । କୌଣସି ଜାଗାରୁ ଅପମାନିତ ହୋଇ ପାରନ୍ତି । ପରିବାରରେ କଳହ ସୃଷ୍ଟି ହୋଇପାରେ । ଭୟଭୀତ ମଧ୍ୟରେ ସମୟ ଅତିବାହିତ ହେବ ।

୫. କନ୍ୟା ରାଶି- ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ଏକ ଉତ୍କୃଷ୍ଟ ବର୍ଷ ଚାହିଁ ରହିଛି । ଏମାନେ ସବୁ କ୍ଷେତ୍ରରୁ ସଫଳତା ଲାଭ କରିବେ । ଶତ୍ରୁ ମାନେ କିଛି କ୍ଷତି କରି ପାରନ୍ତି । ଏଥିପ୍ରତି ସଜାଗ ରୁହନ୍ତି । ଆକସ୍ମିକ କୌଣସି କଳହରେ ପଡ଼ିପାରନ୍ତି , ଆର୍ଥିକ କ୍ଷତି ସହିବେ । ପାଇଥିବା ଧନ ହରାଇ ବସିବେ , କୌଣସି ଏକ ବଡ ଯୋଜନାରେ ପରିବର୍ତନ କରିବେ ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *