ଆଜି ତରୁଣଙ୍କ ଜନ୍ମଦିନକୁ ବହୁତ ଧୁମଧାମରେ ପାଳନ କଲେ ‘ତାରିଣୀ ଆଖିର ତାରା’ ର Tushar ଓ Tara Tarini, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ପ୍ରସାରିତ ହେଉଥିବା ସମସ୍ତ ଧାରାବାହିକ ଗୁଡିକୁ ନିଶ୍ଚୟ ଦେଖିଥିବେ ଓ ଏଇ ଧାରାବାହିକ ଗୁଡିକରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ମଧ୍ୟ ଆପଣ ମାନେ ନିଶ୍ଚୟ ଦେଖିଥିବେ । ଆଜି ଆମେ ଆପଣ ମାନଙ୍କୁ ‘ତାରେଣୀ ଆଖିର ତାରା’ ସିରିଏଲର ଅଭିନେତା ତୁଷାରଙ୍କ ବିଷୟରେ କହିବାକୁ ଯାଉଛୁ ।

ତୁଷାରଙ୍କ ଜବରଦସ୍ତ ଅଭିନୟକୁ ଆପଣ ମାନେ ନିଶ୍ଚୟ ଦେଖିଥିବେ । ତୁଷାର ତାଙ୍କ ପର୍ଶନାଲ ଲାଇଫ ପାଇଁ ସୋ-ସି-ଆ-ଲ ମି-ଡି-ଆରେ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଗତ କିଛି ଦିନ ତଳେ ତୁଷାର ନିଜର ଜନ୍ମ ଦିନ ଅବସରରେ ଚର୍ଚାରେ ରହିଥିଲେ । ହେଲେ ଏବେ ତୁଷାର ନିଜ ଭାଇ ତରୁଣଙ୍କ ଜନ୍ମ ଦିନ ପାଇଁ ଚର୍ଚାରେ ରହିଛନ୍ତି ।  ବନ୍ଧୁଗଣ ଗତ କାଲି ଥିଲା ତୁଷାରଙ୍କ ଭାଇ ତରୁଣଙ୍କ ଜନ୍ମ ଦିନ ।

ତୁଷାର ତାଙ୍କ ଭାଇ ତରୁଣଙ୍କ ଜନ୍ମ ଦିନକୁ ବହୁତ ଧୁମଧାମର ସହ ପାଳନ କରିଛନ୍ତି । ତେବେ ତରୁଣ ମଧ୍ୟ ଏକ ଅଭିନେତା ଅଟନ୍ତି ଓ ସେ ତାଙ୍କ ଜନ୍ମ ଦିନର କିଛି ଫଟୋ ସୋ-ସି-ଆ-ଲ ମି-ଡି-ଆରେ ଅପଲୋଡ କରିଥିଲେ । ବନ୍ଧୁଗଣ ତରୁଣ ତାଙ୍କ ଜନ୍ମ ଦିନ ବହୁତ ଧୁମଧାମର ସହ ପାଳନ କରିଥିଲେ । ତରୁଣ ତାଙ୍କ ସୁ-ଟି-ଙ୍ଗ ସେଟରେ ଜନ୍ମ ଦିନ ପାଳନ କରିଥିଲେ ।

ତାଙ୍କ ଜନ୍ମ ଦିନ ଅବସରରେ ତାଙ୍କ ସିରିଏଲର ତୁଷାର, ତାରେଣୀ, ତାରା ଓ ଅନ୍ୟ ସମସ୍ତ ମେମ୍ବର ଉପସ୍ଥିତ ଥିଲେ । ସମସ୍ତେ ବହୁତ ମଜାମସ୍ତିର ସହ ତରୁଣଙ୍କ ଜନ୍ମ ଦିନ ପାଳନ କରିଥିଲେ । ଆପଣ ମାନେ ଏହି ସବୁ ଫଟୋରେ ତାଙ୍କ ଜନ୍ମ ଦିନର କିଛି ଝଲକ ଦେଖିପାରୁ ଥିବେ । ତା ହେଲେ ବନ୍ଧୁଗଣ ‘ତାରେଣୀ ଆଖିର ତାରା’ ସିରିଏଲରେ ଆପଣଙ୍କୁ କେଉଁ କଳାକାର ଅଧିକ ପସନ୍ଦ ଆସେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *