ମମିତାଙ୍କୁ ସ୍ଵପ୍ନରେ ଦେଖି ଜେଲ ଭିତରେ ଡରୁଥିଲା Govinda, ଶେଷରେ ଆଜି ହାରିଲା ଜୀବନ …

ବନ୍ଧୁଗଣ, ମମିତା ମେହେର ହତୟଆ ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗୋବିନ୍ଦ ସାହୁ, ଯେଉଁଭଳି ଭାବରେ ଆ-ତ୍ମ-ହତୟଆ କରିଥିବା କଥା ଗଣମାଧ୍ୟମରୁ ସୂଚନା ମିଳିଛି । ଏଥିରୁ ଗୋଟିଏ କଥା ସ୍ପଷ୍ଟ ସେ ବିଚାରଧୀନ ବନ୍ଦୀ ହିସାବରେ ରାଜ୍ୟ ସରକାରଙ୍କର ହେପାଦତରେ ଥିଲେ ।  ଆଉ ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସୁଛି ଡରାଉ ଥିଲା ମମିତା ମରିଗଲା ଗୋବିନ୍ଦ ।

ହଁ ଦର୍ଶକ ବନ୍ଧୁ କୁଆଡେ ଜେଲ ଭିତରେ ଗୋବିନ୍ଦକୁ ଡରାଉ ଥିଲା ମମିତା ମେହେରଙ୍କ ଆତ୍ମା ଆଉ ନୀତି ଡଋ ଡଋ ବଞ୍ଚିବା ଅପେକ୍ଷା ଶେଷରେ ଜୀବନ ହାରିବା ଭଳି ଶେଷ ନିଷ୍ପତ୍ତି ନେଇଗଲା ଗୋବିନ୍ଦ । ବନ୍ଧୁଗଣ ଗୋବିନ୍ଦ ଆଉ ନାହିଁ ଆଜି ସକାଳୁ ଗୋବିନ୍ଦ ଜୀବନ ହାରି ଦେଇଛି । ଆଉ ଏଭଳି ଏକ ଖବର ସାମ୍ନାକୁ ଆସିବା ପରେ ମମିତା କୁଆଡେ ଡରାଉ ଥିଲା ବୋଲି ଗୋବିନ୍ଦ ଜୀବନ ହରିଦେଲା ଚର୍ଚ୍ଚା ହେଉଛି ।

ତେବେ ଗୋବିନ୍ଦ କିଭଳି ଜେଲ ଭିତରେ ଆତ୍ମହତୟଆ କଲା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡି ନାହିଁ । ଗୋବିନ୍ଦ ସାହୁ କଣ୍ଟାବାଞ୍ଜି ଜେଲରେ ଥିବା ବେଳେ କିଭଳି ନିଜ ଜୀବନ ହାରିଲା ତାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଦର୍ଶକ ବନ୍ଧୁ ଏଠି ଆମେ ଆଉ ଗୋଟେ କଥା କହିବୁ ଯେ, ଆଜି ଗୋବିନ୍ଦ ସାହୁ କୋର୍ଟରେ ହାଜର ହେବାର ଥିଲା । ଆଉ ତାହା ପୂର୍ବରୁ ଏମିତି ଏକ ଘଟଣା ସାମ୍ନାକୁ ଆସିବା ଏମିତି ଏକ ଖବର ସାମ୍ନାକୁ ଆସିବା ନିଶ୍ଚିତ ଭାବରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି ଆଉ ଯାହାର ଉତ୍ତର କେବଳ ସମୟ ହିଁ ଦେଇ ପାରିବ ।

ପରିବାର ଲୋକେ ଉକ୍ତ ମାସ ୧୨ ତାରିଖରେ ବଲାଙ୍ଗୀରି ଜିଲ୍ଲା ସିନ୍ଧେକେଲା ଥାନାରେ ମାମଲା ରୁଜୁ କରିଥିଲେ । ଆଉ ୧୪ ତାରିଖ ଦିନ ପୋଲିସ ସ୍କୁଲର ପରିଚାଳନା ସଭାପତି ଗୋବିନ୍ଦ ସାହୁ କୁ ଅଟକ ରଖିଥିଲା । ଏହାପରେ ଗୋବିନ୍ଦ ସାହୁ ଙ୍କୁ ଅନ୍ତରିଣ ଜାମିନ ମଧ୍ୟ ମିଳିଥିଲା । ମମିତା ମେହେର ଙ୍କର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆଜି ନିଜ ଜୀବନ ହାରିଦେଇଛନ୍ତି । ପୁଅ ଏବଂ ପତ୍ନୀ ଙ୍କ ଅସୁସ୍ଥତା କାରଣ ଦର୍ଶାଇ ଗୋବିନ୍ଦ ସାହୁ ହାଇକୋର୍ଟ ନିକଟରେ ଜାମିନ ଆବେଦନ କରିଥିଲେ ।

ଏହାପରେ ଗୋବିନ୍ଦ ଙ୍କ ଆବେଦନ କୁ ଗ୍ରହଣ କରିବା ସହିତ ତାଙ୍କୁ ମାତ୍ର ଦୁଇ ସପ୍ତାହ ପାଇଁ ଅନ୍ତରୀଣ ଜାମିନ ମଞ୍ଜୁର କରିଥିଲେ ହାଇକୋର୍ଟ । ଜେଲ ଭିତରେ କିଭଳି ଗୋବିନ୍ଦ ସାହୁ ଜୀବନ ହାରିଲେ ତାହା ବର୍ତ୍ତମାନ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ଆତ୍ମହତୟଆ ମାମଲାରେ ଖୋଲା ଖୋଲି ଭାବରେ ମାନବ ଅଧିକାର ଉଲଂଘନ ହୋଇଛି ଏବଂ ଜେଲ ବିଭାଗ ନିଜ କାମ ଠିକ ଭାବରେ କରି ନାହାନ୍ତି’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *