ଦିନେ ବୈତରଣୀ ନଦୀ ଶଯ୍ୟାରେ କଟିଥିଲା ପିଲାଦିନ, ଆଜି ସେହି ବୈତରଣୀ ନଦୀ ଶଯ୍ୟାରେ ହେଇଗଲେ ଲୀନ, Video ଦେଖିଲେ ଆପଣଙ୍କ ଆଖିରେ ଲୁହ ରହିବନି

ନମସ୍କାର ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ମୁଣ୍ଡୁଳି ରୁ ହାତୀ ଉଦ୍ଧାର କରୁଥିବା ସମୟରେ ବରିଷ୍ଠ ସାମ୍ବାଦିକ ଙ୍କ ଦେ-ହା-ନ୍ତ ଘ-ଟି-ଛି । ତେବେ ସେ ସବୁଦିନ ପାଇଁ ଆରପାରି କୁ ଚାଲି ଯାଇଛନ୍ତି । ଜଣେ ସାହାସି, ନିର୍ଭୀକ, ସାମ୍ବାଦିକ ତଥା ଜଣେ ଭଲ ବ୍ୟକ୍ତି କୁ ଆମେ ହରେଇ ଦେଲୁ । ତାଙ୍କ ଭଳି ଲୋକ ବହୁତ କମ ଥାଆନ୍ତି । ଏହା ଛଡା ଏହା ଓଡ଼ିଆ ଗଣମାଧ୍ୟମ ପାଇଁ ମଧ୍ୟ ଏକ ଅପୁରଣୀୟ କ୍ଷତି ଅଟେ ।

ତେବେ ବର୍ତ୍ତମାନ ତାଙ୍କ ଜନ୍ମଭୂମି ରେ ତାଙ୍କ ଶେ-ଷ-କୃ-ତ୍ୟ ସରି ଯାଇଛି । ଏହା ଛଡା ସେ ଯେଉଁ ବୈତରଣୀ ନଦୀ ପଠାରେ ନିଜର ପିଲାଦିନ ବିତିଥିଲା ଯେଉଁଠି ନିଜର ବହୁତ ଗୁଡିଏ ସ୍ମୃତି ରହିଛି । ସେ ମଧ୍ୟ ଆଜି ତାଙ୍କୁ ଖୋଜୁଛି । ସେ ମଧ୍ୟ ଦୁଃଖ ଏବଂ ଶୋକ କରୁଛି । ଯେଉଁଠି ନିଜର ପିଲାଦିନ ର ସମୟ ଅତିବାହିତ କରିଥିଲେ ସେହି ଶଯ୍ୟା ରେ ସେ ଆଜି ଶୋଇ ଯାଇଛନ୍ତି ।

ପରିବାର ଲୋକ ସମ୍ପୁର୍ଣ୍ଣ ଭାବରେ ଭା-ଙ୍ଗି ପ-ଡ଼ି-ଛ-ନ୍ତି । ବିଧବା ମାଆ ନିଜକୁ ଅଭିଶପ୍ତ ମଣିଲେଣି ସ୍ୱାମୀ ଙ୍କୁ ହରାଇ ସେ ନିଜର ପୁଅ ମୁହଁ ଦେଖି ବଞ୍ଚୁଥିଲେ ଏବଂ ବାପାଙ୍କ ରୋଡ଼ ଦୁ-ର୍ଘ-ଟ-ଣା ରେ ମୃ-ତ୍ୟୁ ହେବା ପରେ ନିଜ ମାଆ ଙ୍କୁ ମୁ ଅଛି କହି ବୁଝାଇ ଥିଲେ କିନ୍ତୁ ସେ ଆଉ ନାହାନ୍ତି । ଅରିନ୍ଦମ ଙ୍କ ସ୍ତ୍ରୀ କାନ୍ଦି କାନ୍ଦି ଅଚେତ ହୋଇ ଯାଉଛନ୍ତି । ସାତ ଜନ୍ମ ସାଥ ଦେବ କହି ଏହି ଜନ୍ମ ରେ ଅଧା ବାଟରେ ଛାଡି ଚାଲିଗଲ ।

କୁନି ପୁଅ ଟି ମଧ୍ୟ ନିଜର କୋହ କୁ ରୋକି ପାରୁ ନାହିଁ ବାପାଙ୍କୁ ଦେଖି କାନ୍ଦି ପକାଉଛି କିନ୍ତୁ ବୁଝେଇଲେ ବୁଝି ଯାଉଛି । କେବଳ ପରିବାର ଲୋକ ନୁହେଁ ଗାଁ ଲୋକ ମଧ୍ୟ ନିଜର ପୁଅ କୁ ହରାଇ ମ-ର୍ମା-ହ-ତ ହୋଇ ପଡିଛନ୍ତି । ବିଦ୍ୟାଳୟ ର କଲେଜ ର ସାଙ୍ଗମାନେ ନିଜର ଏକ ଭଲ ବନ୍ଧୁ ହରେଇ ଦେଇଛନ୍ତି । ତେବେ ସେମାନେ ଏହା ମଧ୍ୟ କହୁଛନ୍ତି କି ସେ ଅରିନ୍ଦମ ଙ୍କ ପାଇଁ ବହୁତ ଗର୍ବିତ ଏବଂ ସେ ଆମ ସମସ୍ତଙ୍କ ମନରେ ଅମର ହୋଇ ରହିବେ ।

Leave a Reply

Your email address will not be published. Required fields are marked *