ଆଗେ ଆଗେ ଯୁବତୀ, ପଛେ ପଛେ ମନୀଷ ! ମନୀଷ ଅନୁରାଗଙ୍କ ହତ୍ୟାକାଣ୍ଡରେ ଯୁବତୀଙ୍କ ଲିଙ୍କ୍ ! ସିସିଟିଭି ଫୁଟେଜରେ କଏଦ ହେଲା Video

ନମସ୍କାର ବନ୍ଧୁଗଣ ବରିଷ୍ଠ ସାମ୍ବାଦିକ ନବୀନ ଦାସ ମନିଷ ଅନୁରାଗ ଙ୍କ ମୃ-ତ୍ୟୁ ମାମଲାରେ ବଢୁଛି ର-ହ-ସ୍ୟ । ମନିଷଙ୍କ ସହ , ଶେଷ ରାତିରେ ଥିବା ଆଉ ଦୁଇ ଜଣ ଆଜି ଆ-ତ୍ମ-ସ-ମ-ର୍ପ-ଣ କରିଛନ୍ତି । କନ୍ଧମାଳ ସ୍ପେଶାଲ ସ୍କାର୍ଡ଼ରେ ଏହି ୨ଜଣ ଆ-ତ୍ମ-ସ-ମ-ର୍ପଣ କରିଛନ୍ତି । ସେମାନଙ୍କ ଭିତରେ ଜଣେ ସାମ୍ବାଦିକ ଅଛନ୍ତି । ସେମାନଙ୍କୁ ପଚରାଉଚୁରା ପାଇଁ ଭୁବନେଶ୍ୱରରୁ ସ୍ୱତନ୍ତ୍ର ପୋଲିସ ଟିମ୍ ଯାଇଛି ।

ଏହି ମାମଲାରେ ଏପର୍ଯ୍ୟନ୍ତ ତିନି ଜଣ ଅଟକ ଅଛନ୍ତି । ଶ୍ୱା-ସ-ରୁ-ଦ୍ଧ ଯୋଗୁଁ ମନିଷଙ୍କର ମୃ-ତ୍ୟୁ ହୋଇଥିବା ପ୍ରାଥମିକ ରିପୋର୍ଟରୁ ସ୍ପଷ୍ଟ ହେବା ପରେ ସ-ନ୍ଦେ-ହ ବଢ଼ିଛି । ଏଥି ସହ ରାତିି ୪ଟା ୧୧ ରୁ ୪ଟା ୧୮ ଭିତରେ ମନିଷଙ୍କର ମୃ-ତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ମନିଷଙ୍କର କେମିତି ଶ୍ୱା-ସ-ରୁ-ଦ୍ଧ ହେଲା ? କେହି ତାଙ୍କ ତଂ-ଟି ଚି-ପି ଦେଇଥିଲେ କି ? କିମ୍ବା ମୁହଁରେ କପଡା ପକାଇ ଚା-ପି ଶ୍ୱା-ସ ରୁ-ଦ୍ଧ କରିଥିଲେ କି ? ଏସବୁ ଦିଗରୁ ପୋଲିସ ତ-ଦ-ନ୍ତ କରୁଛି ।

ତେବେ ବର୍ତ୍ତମାନ ମନୀଷ ଅନୁରାଗଙ୍କୁ ଶେଷ ଥର ପାଇଁ ସାଉଥ୍‌ ସିଟି ହୋଟେଲ୍‌ ସମ୍ମୁଖରେ ଦେଖିବାକୁ ମିଳିଥିଲା । ମନୀଷ ହୋଟେଲରୁ ବାହାରି ରାସ୍ତାରେ ଯାଉଛନ୍ତି । ଆଉ ତାଙ୍କ ଆଗରେ ଜଣେ ଯୁବତୀ ମଧ୍ୟ ଚାଲି ଚାଲି ଯାଉଥିବା ସିସିଟିଭିରେ ଦେଖିବାକୁ ମିଳିଛି । ଏତେ ରାତିରେ ଯାଉଥିବା ସେହି ଯୁବତୀ ଜଣକ କିଏ ? ପୂରା ଘଟଣାରେ ଯୁବତୀଙ୍କ ସହିତ କିଛି ଲି-ଙ୍କ ନାହିଁ ତ ? ଏହି ଭିଡ଼ିଓ ସାମ୍ନାକୁ ଆସିବା ପରେ କମିଶନରେଟ୍‌ ପୁଲିସ ଯୁବତୀଙ୍କୁ ନେଇ ଏବେ ଖୋଳତାଡ ଆରମ୍ଭ କରିଛି ।

ତେବେ ସେପଟେ ମନୀଷ ଅନୁରାଗ ମୃ-ତ୍ୟୁ ମାମଲାରେ ଆଜି ସକାଳେ ଦୁଇ ଜଣ ଯୁବକ ଫୁଲବାଣୀ ଟାଉନ ଥାନାରେ ଆ-ତ୍ମ-ସମ-ର୍ପ-ଣ କରିଛନ୍ତି । ଦୁଇ ଜଣ ଯୁବକ ଫୁଲବାଣୀ ସହରର ବୋଲି ଜଣାପଡିଛି । ଏ ସମ୍ପର୍କରେ ଜାଣିବା ପରେ ସେମାନଙ୍କୁ ଜେ-ରା କରିବା ପାଇଁ ଫୁଲବାଣୀରେ ପହଞ୍ଚିଛନ୍ତି ଭୁବନେଶ୍ୱର ଇନଫୋସିଟି ଥାନାର ୪ ପୁଲିସ । ସେମାନଙ୍କୁ ସେଠାରେ ପଚରା ଉଚରା କରିଛନ୍ତି । ମଙ୍ଗଳବାର ଫୁଲବାଣୀ ସହରର ଆଉ ଜଣେ ଯୁବକଙ୍କୁ ପୁଲିସ ପଚରାଉଚୁରା କରୁଛି ।

ସେହିପରି ଭୁବନେଶ୍ୱରରେ ଅନ୍ୟ ୨ ଜଣଙ୍କୁ  ଅ-ଟ-କ ରଖିଛି ପୁଲିସ । ଗତ ୯ ତାରିଖରେ ମନୀଷଙ୍କୁ ଅ-ପ-ର-ହ-ଣ କରାଯାଇଥିବା ଅ-ଭି-ଯୋ-ଗ ହୋଇଥିଲା । ତା’ପର ଦିନ ଅର୍ଥାତ ୧୦ ତାରିଖରେ ମନୀଷଙ୍କ ମୃ-ତ-ଦେ-ହ ପୋଖରୀରୁ ଉ-ଦ୍ଧା-ର ହୋଇଥିଲା । ତାଙ୍କୁ ହ-ତ୍ୟା କରାଯାଇ ପୋଖରୀରେ ଫି-ଙ୍ଗି ଦିଆଯାଇଥିବା ପରିବାର ଲୋକେ ଅ-ଭି-ଯୋ-ଗ କରିଥିଲେ । ଏହା ପରେ ପୁଲିସ ଘଟଣାର ତ-ଦ-ନ୍ତ ଆରମ୍ଭ କରିଛି । ମାତ୍ର ବର୍ତ୍ତମାନ ସୁଦ୍ଧା କାହାକୁ ଗି-ର-ଫ କରି ପାରି ନାହିଁ ।

Leave a Reply

Your email address will not be published. Required fields are marked *