ଲିଭର, ହାର୍ଟ ଓ କିଡନୀ କୁ କିପରି ରଖିବେ ସୁସ୍ଥ ? Health Tips

ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷଙ୍କୁ ନିଜ ଶରୀରର ମୁଖ୍ୟ ଅଙ୍ଗ ତଥା ଲିଭର, ହାର୍ଟ ଓ କିଡ୍ନିକୁ ସୁସ୍ଥ ରଖିବା ଉଚିତ । ସୁସ୍ଥ ରଖିବା ପାଇଁ ନିଜ ଖାଦ୍ୟ ପେୟ ଉପରେ ଅଧିକ ଧ୍ୟାନ ଦେବାକୁ ପଡିବ । ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ଅଧିକାଂଶ ଲୋକ ଲିଭର, ହାର୍ଟ ଓ କିଡ୍ନି ଜନିତ ଅନେକ ରୋଗର ସମ୍ମୁଖୀନ ହେଉଛନ୍ତି । ଯଦି ବନ୍ଧୁଗଣ ଆମ ଶରୀରର ଏହି ତିନୋଟି ଅଙ୍ଗ ଭଲ ରହିବ ତା ହେଲେ ଆଜୀବନ ଆମ ଶରୀରରେ କୌଣସି ସମସ୍ୟା ଆସିବ ନାହିଁ ।

ହେଲେ ଯଦି ଏହି ତିନୋଟି ଅଙ୍ଗକୁ ନେଇ କିଛି ସମସ୍ୟା ଆମ ଶରୀରରେ ହେବ ତା ହେଲେ ଆମକୁ ଅନେକ ପ୍ରକାରର ମେ-ଡ଼ି-ସି-ନର ସେବନ କରିବାକୁ ପଡିବ  । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଲିଭର, ହାର୍ଟ ଓ କିଡ୍ନିକୁ କେମିତି ସୁସ୍ଥ ରଖିବା ତାହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଲିଭର- ବନ୍ଧୁଗଣ ଲିଭରକୁ ସୁସ୍ଥ ରଖିବାକୁ ହେଲେ ଆମକୁ ସବୁ ପନିପରିବା, ମାଛ ଓ କଫି ଆଦିର ସେବନ କରିବା ଉଚିତ । ଏହା ସହିତ ଆମକୁ ସବୁଦିନ ବାୟମ କରିବା ଉଚିତ । ଯଦି କୌଣସି ମଣିଷଙ୍କ ଉଚ୍ଛତା ଅନୁସାରେ ତାଙ୍କ ଓଜନ ଅଧିକ ଅଛି ତା ହେଲେ ତାଙ୍କୁ ବୟାମ କରି ନିଜ ଓଜନକୁ ନିୟନ୍ତ୍ରଣ କରିବା ଉଚିତ । ବନ୍ଧୁଗଣ ଯେଉଁ ମାନେ ଅଧିକ ମ-ଦ୍ୟ-ପା-ନ କରନ୍ତି ସେମାନଙ୍କ ଲିଭର ବହୁତ ଶୀଘ୍ର ଖରାପ ହୋଇଥାଏ । ତେଣୁ ବନ୍ଧୁଗଣ ଯଦି ଆପଣ ମ-ଦ୍ୟ-ପା-ନ କରୁଛନ୍ତି ତା ହେଲେ ଆପଣ ମାନଙ୍କୁ ମ-ଦ୍ୟ-ପା-ନ-କୁ ତ୍ୟାଗ କରିବାକୁ ପଡିବ ।

କିଡ୍ନି- ବନ୍ଧୁଗଣ କିଡ୍ନି ଆମ ଶରୀରରେ ଫିଲ୍ଟର ପରି କାମ କରିଥାଏ । ଏହା ଆମ ଶରୀରରେ ଥିବା ଅଦରକାରୀ ପଦାର୍ଥ ଗୁଡିକୁ ମଳ, ମୁତ୍ର ଓ ଝାଳ ଦ୍ଵାରା ବାହାର କରିଦେଇଥାଏ । ବନ୍ଧୁଗଣ ଶରୀରକୁ ସୁସ୍ଥ ରଖିବା ପାଇ କିଡ୍ନିର ଏକ ବଡ ଭୂମିକା ରହିଛି ।

ତେଣୁ ବନ୍ଧୁଗଣ ଲୋକମାନଙ୍କୁ ଦିନକୁ ୨ ରୁ ଅଢେଇ ଲିଟର ପଣି ପିଇବା ଉଚିତ ଏହା ସହିତ ତେଲ ମସଲା ଜାତୀୟ ଖାଦ୍ୟକୁ ଇଗନୋର କରିବା ଉଚିତ । ଯଦି ଆପଣ ଅଧିକ ପାଣିର ସେବନ କରିବେ ତା ହେଲେ ଆମ କିଡ୍ନି ଉପରେ ଅଧିକ ଚାପ ବା ଖରାପ ପ୍ରଭାବ ପଡିପାରେ । ତେଣୁ ଆପଣ ମାନେ ଖାଦ୍ୟ ପେୟର ନିୟନ୍ତ୍ରଣ କରି ନିଜ କିଡ୍ନିକୁ ସୁସ୍ଥ ରଖନ୍ତୁ ।

ହାର୍ଟ- ବନ୍ଧୁଗଣ ଅନ୍ୟ ଦେଶ ତୁଳନାରେ ଭରତରେ ଅଧିକାଂଶ ଲୋକଙ୍କର ହାର୍ଟ ଜନିତ ଅନେକ ସମସ୍ୟା ରହିଛି । ହାର୍ଟ ଜନିତ ସମସ୍ୟା ହେବାର ମୁଖ୍ୟ କାରଣ ଗୁଡିକ ହେଉଛି ଡାଇବେଟିସ, ଭୁଲ ଜୀବନ ଶୈଳୀ ଓ ଷ୍ଟ୍ରେସ । ଏହା ସହିତ ଯେଉଁ ମାନେ ଅଧିକ ତେଲ ମସଲା ଜାତୀୟ ଖାଦ୍ୟ ଖାଉଛନ୍ତି ସେମାନଙ୍କୁ ମଧ୍ୟ ହାର୍ଟ ଜନିତ ସମସ୍ୟା ହେଉଛି । ବନ୍ଧୁଗଣ ହାର୍ଟକୁ ସୁସ୍ଥ ରଖିବା ପାଇଁ ଆମକୁ ଫଳମୂଳ, ସବୁଜ ପନିପରିବା ଓ ମାଛ ଆଦିର ସେବନ କରିବା ଉଚିତ । ଏହା ସହିତ ସବୁଦିନ ବାୟମ କରିବା ଉଚିତ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *