ଓଡିଆ ଜୋକ୍ସ: ଗୋଟିଏ ଝିଅ ର ପଢାରେ ମନ ଲାଗୁ ନଥିଲା, ଝିଅଟି ପାସ ହେବା ପାଇଁ ପ୍ରଫେସର ର ଘରକୁ ଗଲା, ଝିଅ- ସାର ମୁଁ ପାସ ହେବା ପାଇଁ କିଛି ବି କରିପାରେ, ଆଉ ତା’ ପରେ ….,

ସାଙ୍ଗମାନେ ଜୀବନରେ ହସିବା ବହୁତ ଜରୁରୀ ଅଟେ । ଆଜି କାଲିର ଜୀବନରେ ବ୍ୟସ୍ତ ବାହୁଲତା ଭିତରେ ମଣିଷ ହସିବା ଭୁଲି ଯାଇଛି । ହସିବା ଦ୍ଵାରା ଆମ ସ୍ୱାସ୍ଥ୍ୟ ଭଲ ରହିଥାଏ ତେଣୁ ଜୀବନରେ ହସ ନିହାତି ଜରୁରୀ । ତେଣୁ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ମଜାଦାର ଜୋକ୍ସ ଆଣିଛୁ ଯାହାକୁ ପଢିବା ପରେ ଆପଣ ବହୁତ ହସିବେ । ବନ୍ଧୁଗଣ ଏହି ଜୋକ୍ସକୁ ପଢି ଆପଣ ନିଜ ମାଇଣ୍ଡ ଫ୍ରେସ କରି ପାରିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ମଜାଦାର ଓଡିଆ ଜୋକ୍ସ ବିଷୟରେ ।

jokes-1

ଗୋଟିଏ ସୁନ୍ଦର ସ୍ଵାମୀ ସ୍ତ୍ରୀଙ୍କୁ କଳା ପିଲା ହେଲା ….

ସ୍ଵାମୀ ରାଗରେ କହିଲା- ତୁ ଗୋରୀ, ମୁଁ ଗୋରା ପୁଣି ପିଲା କଳା କାହିଁକି ହେଲା

ଚାଲାଖ ସ୍ତ୍ରୀ – ଜାନୁ, ତୁମେ ଗରମ ଥିଲ, ମୁଁ ବି ଗରମ ହେଇ ଯାଇଥିଲି

ବୋଧେ ପିଲାଟି ଜଳି ଯାଇଥିବ

jokes-2


ଟୀଚର- ନ୍ୟୁଟନ ଙ୍କର ନିୟମ କୁହ…

ପିଲାଟି- ସାର, ପୁରା ଲାଇନ ତ ମନେ ନାହିଁ, ଲାସ୍ଟ ଟା ମନେ ଅଛି

ଟୀଚର – ଠିକ ଅଛି, ଲାଷ୍ଟ ଟା ତ କହ

ପିଲାଟି- ଓ ଏହାକୁ ହିଁ ନ୍ୟୁଟନଙ୍କର ନିୟମ କୁହନ୍ତି …

jokes-3

ରାତିରେ ରୁମ ର ତାଲା ଖରାପ ହେଇ ଯାଇଥିଲା

ସ୍ତ୍ରୀ ଟର୍ଚ ମତେ ଦେଲା ଓ ନିଜେ ତାଲା ଖୋଲିବାରେ ଲାଗିଗଲା

ବହୁତ ସମୟ ବିତିଗଲା କିନ୍ତୁ ତାଲା ଖୋଲିଲା ନାହିଁ

ସ୍ତ୍ରୀ ର ରାଗ ଚଢିଗଲା

ପୁଣି ସେ ଟର୍ଚ ନେଇଗଲା ଓ ମତେ କହିଲା କି ତୁମେ ଚେଷ୍ଟା କର

ମୁଁ ଚେଷ୍ଟା କଲି ଓ ତାଲା ଝଟ ସେ ଖୋଲିଗଲା

ସ୍ତ୍ରୀ ମତେ ଗାଳିକଲା ଓ କହିଲା

ଏବେ ଜାଣି ପାରିଲ ? ଟର୍ଚ କେମିତି ଧରନ୍ତି

jokes-4


ସ୍ଵାମୀ ସ୍ତ୍ରୀକୁ ମେସେଜ କଲା

ମୋ ଜୀବନକୁ ଏତେ ସୁନ୍ଦର ବନାଇବା ପାଇଁ

ତତେ ଧନ୍ୟବାଦ

ମୁଁ ଆଜି ଯାହା ବି ଅଟେ, କେବଳ ତୋ ପାଇଁ

ତୁ ମୋ ଜୀବନରେ ଭଗବାନ ସାଜି ଆସିଛୁ

ଓ ତୁ ହିଁ ମତେ ବଞ୍ଚିବାର ଲକ୍ଷ ଦେଇଛୁ ….ଲଭ ୟୁ

ସ୍ତ୍ରୀ ରିପ୍ଲାଇ କଲା-

ମାରି ଦେଇଛ ନା ଚତୁର୍ଥ ପ୍ୟାଗ ? ଘରକୁ ଆସ କିଛି କହିବିନି

ସ୍ଵାମୀ- ବାହାରେ ଠିଆ ହେଇଛି ଗେଟ ଖୋଲ…..

jokes-5

ଗୋଟିଏ ଝିଅ ର ପଢାରେ ମନ ଲାଗୁ ନଥିଲା

ଝିଅଟି ପାସ ହେବା ପାଇଁ ପ୍ରଫେସର ର ଘରକୁ ଗଲା,

ଝିଅ- ସାର ମୁଁ ପାସ ହେବା ପାଇଁ କିଛି ବି କରିପାରେ,

ପ୍ରଫେସର- କିଛି ବି ?

ଝିଅ- ଆଜ୍ଞା, ହଁ କିଛି ବି……….

ପ୍ରଫେସର-ତେବେ ରାତିରେ ମନ ଲଗାଇ ପଢ ଝିଅ

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *