60 ବର୍ଷ ବୟସରେ ବାର ହେଲେ ଲୋକପ୍ରିୟ ଅଭିନେତା Ashish Vidyarthi, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ସୂଚନା  ମୁତାବକ 60 ବର୍ଷରେ ଆଉ ଥରେ ବିବାହ କରିଲେ ଅଭିନେତା ଆଶିଷ ବିଦ୍ୟାର୍ଥୀ । ଏହି ବିବାହ ହେଉଛି କେରଳ ଓ ଆସାମ ଏକ ମିଶ୍ରଣ । ଆପଣମାନେ ସମସ୍ତେ ଜାଣିଥିବେ ଅଭିନେତା ଆଶିଷ ବିଦ୍ୟାର୍ଥୀଙ୍କୁ ସେ ସିନେମା ଦୁନିଆରେ ନିଜର ଅଭିନୟରେ ଅନେକ ସଫଳତା ପ୍ରାପ୍ତ କରିଛନ୍ତି । ତେଲୁଗୁ, କାନାଡା, ତାମିଲ, ହିନ୍ଦୀ ଭଳି 11 ଭାଷାରେ 300 ଅଧିକ  ସିନେମାରେ ଅଭିନୟ କରି ଜାତୀୟ ପୁରସ୍କାର ହାସଲ କରିଥିବା ଏହି ଅଭନେତା ପୁଣି ଥରେ ରୂପାଲି ବରୁଆଙ୍କ ପ୍ରେମରେ ହୋଇଛନ୍ତି ପାଗଳ ।

ସେ ପ୍ରଥମେ ଶକୁନ୍ତଳା ବରୁଆଙ୍କ ଝିଅ ରାଜଶ୍ରୀ ବରୁଆଙ୍କୁ ପ୍ରଥମ ବିବାହ କରିଥିଲେ । ଜୀବନର ଏତେ ବର୍ଷ ଅତିକ୍ରମ କରିବା ପରେ ସେ ପୁଣି ଥରେ ପ୍ରେମରେ ପଡିଛନ୍ତି । ଜୀବନର ଏହି ପର୍ଯ୍ୟାୟ ବିବାହ କରି ବହୁତ ଖୁସି ଅନୁଭବ କରୁଛନ୍ତି ବୋଲି କହିଛନ୍ତି । ଆଶିଷ ବିଦ୍ୟାର୍ଥୀ ବିବାହ କରିଥିବା ପତ୍ନୀ ରୁପାଲି କଲିକତାର ବଡ passion ଷ୍ଟୋର ସହ ଯୋଡିତ ଅଛନ୍ତି ।

ଗରିଷ୍ଟ ବନ୍ଧୁମାନଙ୍କ ସମୁଖରେ ଓ ସହପରିବାରଙ୍କ ଉପସ୍ଥିତିରେ କଲିକତାର ବଡ କ୍ଲବ ରେ ଦୁମ୍ ଦାମ୍ ସହକାରେ ଗତ ଗୁରୁବାର ଦିନ ତାଙ୍କ ବିବାହ ସମ୍ପର୍ନ ହୋଇଥିଲା । ଆଶିଷ ବିଦ୍ୟାର୍ଥୀଙ୍କ କହିବା ଅନୁସାରେ ଦ୍ଵିତୀୟ ବିବାହକୁ ନେଇ ମୁଁ ଅତ୍ୟଧିକ ମାତ୍ରାରେ ଖୁସିରେ ଅଛି ଯାହାକୁ କଥାରେ  ପ୍ରକାଶ କରିପାରିବିନାହିଁ । ଆଶିଷ ବିଦ୍ୟାର୍ଥୀ ତାଙ୍କ ଅତ୍ୟଧିକ ଚଳଚିତ୍ରରେ ବିଲିଆନ ରୋଲ ନିବାହୀ ଥାନ୍ତି ।

1995 ମସିହାରେ ବ୍ରୋକାଲ ସିନେମା ରେ ତାଙ୍କୁ ଉତ୍ତମ ଅଭିନୟ ପାଇଁ ଜାତୀୟ ପୁରସ୍କାର ମିଳିଥିଲା । ତେବେ ଜୀବନରେ ଏତେ ସଫଳତା ହାସଲ କରିଥିବା ଅଭିନେତା ଆଶିଷ ବିଦ୍ୟାର୍ଥୀ 60 ବର୍ଷ ବୟସରେ ଆସାମ ର ଝିଅ ରୁପାଲି ବରୁଆଙ୍କ ପ୍ରେମ ହୋଇଗଲେ ପାଗଳ ଏବଂ ବୟସ ସୀମାକୁ ନ ଦେଖି ଗତ ଗୁରୁବାର ଦିନ ସକାଳେ ପ୍ରଥମେ କୋର୍ଟ ମ୍ୟାରେଜ କରି ସନ୍ଧ୍ୟା ବେଳେ ପାରମ୍ପରିକ ରୀତିନୀତିରେ କରିଥିଲେ ବିବାହ ।

ଏବେ ସୋସିଆଲ ମିଡିଆରେ ତାଙ୍କ ବିବାହ କିଛି ଦୃଶ୍ୟ ବେସ୍ ଚର୍ଚ୍ଚା ରେ ରହିଛି । ଉଭୟ ବିବାହ  ବସ୍ତ୍ର ପରିଧାନ କରି ବେସ୍ ଖୁସି ରେ ଥିବା କିଛି ଦୃଶ୍ୟ ଲୋକମାନଙ୍କ ମଧ୍ୟରେ କୋଳାହଳ ସୃଷ୍ଟି କରିଛି । ତେବେ ଏହି ଖବରକୁ ନେଇ ଆପଣମାନଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ । ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ, ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *