ନମସ୍କାର ବନ୍ଧୁଗଣ । ସୂଚନା ମୁତବକ ପ୍ରସିଦ୍ଧ କୋରିୟଗ୍ରାଫର ନିର୍ଦଶକ ଓ ଡାନ୍ସର ପ୍ରଭୁ ଦେବା ପ୍ରଶଂସକ ପାଇ ଆସିଛି ଏକ ବଡ ଖବର । 50 ବର୍ଷରେ ପୁଣିଥରେ ବାପା ହୋଇଛନ୍ତି କୋରିଓଗ୍ରାଫର । ବଲିଉଡରେ ପ୍ରସିଦ୍ଧ କୋରିଓଗ୍ରାଫ ରୂପରେ ବେସ୍ ପରିଚିତ । ପ୍ରଭୁଦେବାଙ୍କୁ ଡାନ୍ସ ଦେଖିବାକୁ ଲୋକେ ପାଗଳ ହୋଇଥାନ୍ତି ଏବଂ ତାଙ୍କ ନୃତ୍ୟକୁ କେତେକ ଲୋକେ ଆଦର୍ଶମାନନ୍ତି ।
ତେବେ ସେମାନଙ୍କ ପାଇଁ ଏହ ବଡ ଖୁସିର ଖବର । ପ୍ରଭୁଦେବା ମଧ୍ୟ ଚର୍ତୁର୍ଥ ଥର ବାପା ହେବା ଶୁଣି ନିଜ ଖୁସିକୁ ସୋସିଆଲ ମିଡିଆ ସାମନାରେ ବ୍ୟକ୍ତ କରି କହିଥିଲେ , ଯଥା ମୁଁ 50 ବର୍ଷରେ ପୁଣିଥରେ ବାପା ହୋଇଥିବାକୁ ବହୁତ ଖୁସି ଅନୁଭବ କରୁଛି । ମୋର ପୂର୍ବରୁ ତିନୋଟି ପୁତ୍ର ସନ୍ତାନ ଅଛନ୍ତି ମାତ୍ର ଝିଅ ନାହିଁ ବୋଲି ଦୁଃଖ ରହୁଥିଲା କିନ୍ତୁ ତାହା ମଧ୍ୟ ଆଜି ଦୂର ହୋଇଗଲା ।
ମୋ ଘରକୁ କନ୍ୟା ସନ୍ତାନ ଟିଏ ଜନ୍ମହୋଇଛି । ତେବେ ଦର୍ଶକବନ୍ଧୁ ପ୍ରଭୁଦେବା ହିମାନୀ ସିଙ୍ଗକୁ 2020 ମସିହାରେ ଗୁପ୍ତ ବିବାହ କରିଥିଲେ ଓ ଏବେ 50 ବର୍ଷ ବୟସରେ ତାଙ୍କୁ କନ୍ୟା ସନ୍ତାନ ଟିଏ ଜନ୍ମ ହେଇଛି ଯାହାକୁ ନେଇ ସେ ବେସ୍ ପ୍ରସନ୍ନ । ହିମାନି ଜଣେ ଡାକ୍ତର । ପ୍ରଭୁଦେବାଙ୍କ ପ୍ରଥମ ବିବାହ 1995 ମସିହାରେ ରାମଲତାଙ୍କ ସହ ହୋଇଥିଲା ।
ରାମଲତା ଜଣେ ଶାସ୍ତ୍ରୀୟ ନୃତ୍ୟ ଶିଳ୍ପୀ ଥିଲେ ମାତ୍ର ଉଭୟଙ୍କ ବିବାହର 16 ବର୍ଷ ଅତିକ୍ରମ କରିବା ପରେ ଉଭୟ ଛାଡପତ୍ର ପାଇଁ ନିଷ୍ପତି ନେଇଥିଲେ ଓ ଅଲଗା ମଧ୍ୟ ହୋଇଯାଇଥିଲେ । ନିକଟରେ ଇଟାନ୍ସ ସହ ବାର୍ତ୍ତାଳାପ କରୁଥିବା ବେଳେ ପ୍ରଭୁଦେବା ଖୁସି ହେବା ପ୍ରକାଶ କରିଥିଲେ । ସର୍ବତ୍ତମ କଥା ହେଉଛି ପରିବାରରେ ଝିଅ ଟିଏ ଜନ୍ମ ହେଇଛି ଓ ପ୍ରଭୁଦେବାଙ୍କ ସ୍ଵପ୍ନ ପୁରା ହେଇଥିବା ହେତୁ ସେ ନିଜ କାମ ଶୀଘ୍ର ସାରି ଝିଅ ସହ ସମୟ ଅତିବାହିତ କରିବାକୁ ଇଛା କରନ୍ତି ବୋଲି କହିଛନ୍ତି ।
ଝିଅର ବାପା ହେବା ପରେ ସେ ପୂର୍ଣ୍ଣ ହୋଇଥିବା କଥା ପ୍ରସନ୍ନତା ସହ କହି ହସ ମୁଖ ଥିବା ଫୋଟ ସୋସିଆଲ ମିଡିଆ ବେସ୍ ଚର୍ଚ୍ଚା ରହିଛି । ତେବେ ଖବରକୁ ନେଇ ଆପଣଙ୍କ ମତ କଣ ଆମ କୁ ନିଶ୍ଚୟ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ,ଶେୟାର କରନ୍ତୁ । ଧନ୍ୟବାଦ ।