4ଦିନ ପରେ ଚାଲିଲା Coromandel, ମାତ୍ର ଗାଡି ଭିତରକୁ ଯିବାକୁ ଡରୁଛନ୍ତି ଯାତ୍ରୀମାନେ, କଣ କହୁଛନ୍ତି ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ପୁଣି ଥରେ ଗଡିଲା କରମଣ୍ଡଳ ଏକ୍ସପ୍ରେସ୍ । ହଁ ଦର୍ଶକବନ୍ଧୁ ସେହି କରମଣ୍ଡଳ ଟ୍ରେନ୍ ଅଟେ ଯାହା 300 ଶହ ଲୋକଙ୍କ ପ୍ରାଣ ନେଇଥିଲା ଏବଂ ହଜାର ହଜାର ଲୋକମାନଙ୍କୁ ଆହତ କରିଥିଲା । ସେହି ରାତି ପ୍ରାୟ ଲୋକମାନଙ୍କ ଜୀବନକୁ ସଂପୂର୍ଣ୍ଣ ଅନ୍ଧାର ଭିତରକୁ ଠେଲି ଦେଇଥିଲା ।

ଏଭଳି ରାତିକୁ କିଏ ବା ଭୁଲିପାରିବ । ଦେଶର ଲୋକମାନଙ୍କ ମଧ୍ୟରେ ଖବରକୁ ନେଇ ଚର୍ଚ୍ଚା ଧୂମ ଧରିଛି । ଅନେକ ଲୋକେ ନିଜ ପ୍ରିୟାଜଣକୁ ହରାଇଛନ୍ତି ତ ଆଉ  କେତେକ ପରିବାର ସଂପୂର୍ଣ୍ଣ ଏକୁଟିଆ ହୋଇଯାଇଛି । ଏପଟେ ପରିସ୍ଥିତିର ଅବସ୍ଥା ଏଭଳି ଥିବା ବେଳେ ସୂଚନା ମିଳିଛି ଯେ କରମଣ୍ଡଳ ଏକ୍ସପ୍ରେସ୍ ପୁଣି ଥରେ ଗଡିଛି ପଟା ଉପରେ କିନ୍ତୁ ଲୋକମାନେ ଛଡିବାକୁ ଭୟ ପ୍ରକାଶ କରୁଛନ୍ତି ।

କେହି ଟ୍ରେନ୍ ଭିତରକୁ ପଶିବାକୁ ସାହସ କରୁନାହାଁନ୍ତି । କାରଣ ଟ୍ରେନ୍ ଭିତରେ ରହିଥିବା ଶକ୍ତି ସେମାନଙ୍କୁ ଭିତରକୁ ପଶିବାକୁ ଦଉନି । ଏହି କରମଣ୍ଡଳ ଏକ୍ସପ୍ରେସ୍ ଯେବେ ଟ୍ରାକ୍ ଉପରେ ଦୌଡିଲା ତେବେ ଲୋକେ ଭୟଭୀତ ହୋଇଥିଲେ । ମଙ୍ଗଳବାର ମଧ୍ୟାହ୍ନ 12:05 ଟା  ବାହାନଗା ଦେଇ କଲକତା ସାଲେମାର ଅଭିମୁଖେ ଯାଇଥିଲା ଚେନ୍ନାଇ ଆସୁଥିବା କରମଣ୍ଡଳ ଟ୍ରେନ୍ ।

ଯେବେ  ଏହି କରମଣ୍ଡଳ ଟ୍ରେନ୍ ବାହାରିଥିଲା ତେବେ ଲୋକେ ଗାଡି ଭିତରକୁ ଚଡିବାକୁ ଆଦୌ ପସନ୍ଦ କରୁନଥିଲେ । ଯଦି ବି ସାହସ କରି ଯାଉଥିଲେ କିନ୍ତୁ କିଛି ଅଦୃଶ୍ୟ ଶକ୍ତି ସେମାନଙ୍କୁ ଯିବାକୁ ଦଉନଥିଲା ।କାରଣ ଲୋକମାନଙ୍କ ମନରେ ସେହି କାଳରାତ୍ରିର ଛବି ଆଜି ବି ସେହିପରି ରହିଛି ।  ଗତଦିନ ଜୁନ 2 ତାରିଖ ଦିନ କଲିକତା ରୁ ଚେନ୍ନାଇ ଅଭିମୁଖେ ଯାଉଥିବା କରମଣ୍ଡଳ ଟ୍ରେନ୍ ମାଲଗାଡି କୁ ଧକା କରି ଦୁର୍ଘଟଣାର ଶିକାର ହୋଇଥିଲା ।

କରମଣ୍ଡଳ ଟ୍ରେନ୍ କୁ ନ ଦେଖିଥିବା ଯଶୋବନ୍ତ ଟ୍ରେନ୍ ଆସି କରମଣ୍ଡଳକୁ ଧକା କରିବା ହେତୁ ତିନୋଟି ଗାଡି ଭୟଙ୍କର ଦୁର୍ଘଟଣାର ଶିକାର ହୋଇଥିଲେ । ଏହି ଘଟଣାରେ ଅଧିକାଶ ଲୋକେ ଗୁରୁତର ଆହତ ହୋଇଛନ୍ତି ଏବଂ ମୃତ୍ୟୁ ମଧ୍ୟ ଘଟିଛି । ତେଣୁ କରି ପୁଣିଥରେ କରମଣ୍ଡଳ ଏକ୍ସପ୍ରେସ୍   ଦୌଡିଲେ ମଧ୍ୟ ଲୋକେ କଦାପି ଯିବାକୁ ଇଛା କରୁନାହାଁନ୍ତି । ଖବରକୁ ନେଇ ଆପଣମାନଙ୍କ ମତ କଣ ଆମକୁ କମେଣ୍ଟ କରିଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *