36 ହଜାର ଭଡା ଦେଇଆସିଛି, ମଲା ପୁଅକୁ ବିହାର ନେବି, ହୃଦୟ ବିଦାରକ କାହାଣୀ ନିଶ୍ଚୟ ଦେଖନ୍ତୁ

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ 36 ହାଜର ଭଡା ଦେଇଆସିଛି, ମଲା ପୁଅକୁ ବିହାର ନେବି । ଘଟଣା ଅନୁଯାୟୀ ପୁଅର ନାଁ ରିତୁଲ ରାମ ।  ବିହାରରେ ରହୁଥିବା 17 ବର୍ଷ ରିତୁଲ କାମଧନ୍ଦା କରିବା ଉଦେଶ୍ୟରେ କରମଣ୍ଡଳ ରେଳରେ ଯାତ୍ରା କରୁଥିଲେ ମାତ୍ର ଟ୍ରେନ୍ନ ଦୁର୍ଘଟଣାରେ ଏହି ଯୁବକ ମଧ୍ୟ ଶିକାର ହୋଇଛନ୍ତି ।

ପୁଅକୁ ଖୋଜି ଖୋଜି ବାପା ଆସିଛନ୍ତି ଓଡିଶା । ତିନି ଦିନ ଧରି ସବୁ ଆଡେ ପାଗଳ ପରି ବୁଲୁଛନ୍ତି ବାପା କିନ୍ତୁ ପୁଅର କିଛି ଠିକଣା ମିଳୁନଥିଲା । କରମଣ୍ଡଳ ଟ୍ରେନ୍  ଅନେକ ଲୋକମାନଙ୍କ କୋଳକୁ କରିଦେଇଥିଲା ଶୂନ୍ୟ ତହି ମଧ୍ୟରୁ ଏହି ନିରୀହ ବାପା ଅନ୍ୟତମ । ପୁଅ ରିତୁଲ ବାପା ବାହାରକୁ ଯିବି କାମ କରିବି ଦୁଇ ପଇସା ରୋଜଗାର କରି ଆପଣଙ୍କୁ ପଠାଇବି ଏଭଳି କିଛି କହି ଯାଇଥିଲା ।

ମାତ୍ର ଆଉ କେବେବି ନ ଆସିବା ଦୁନିଆକୁ ପଳେଇଲା ପୁଅ । ପୁଅକୁ ଖୋଜିବା ପାଇଁ ଅଜଣା ସହରରେ ତିନିଦିନ ଧରି 36 ହଜାର କର୍ଚ୍ଚ କରି ବୁଲୁଛନ୍ତି ବାପା । ଶେଷରେ ତାଙ୍କୁ ସୂଚନା ମିଳିଲା ଯେ ପୁଅଟି ମିଳିଲା ମାତ୍ର ଜୀବନ୍ତ ନୁହଁ ମଲା ଅବସ୍ଥାରେ ଯାହାକୁ ଶୁଣିବା ପରେ ବାପା ସଂପୂର୍ଣ୍ଣ ଭାଙ୍ଗିପଡିଥିଲେ । ମାତ୍ର ଏବେ ଯାଇ ମିଳିନି ପୁଅର ଶରୀର ଡାକ୍ତରମାନେ ଆଜି ମିଳିବ କହିଛନ୍ତି ।

ବାପା ସୋସିଆଲ ମିଡିଆରେ କହିଛନ୍ତି ମୋର 17 ବର୍ଷ ପୁଅ ଯାହା ଉପରେ ମୋ ବହୁତ ସ୍ଵପ୍ନ ଥିଲା । କାରଣ ମୋର ପାଞ୍ଚଟି ସନ୍ତାନ ଦୁଇଟି  ବଡ ଝିଅ ଅଛନ୍ତି ଏହି ହେଉଛି ତୃତୀୟ ନମ୍ବର ପୁଅ ମୋର ଶରୀର  ତ ଦିନଦିନକୁ କ୍ଷୀଣ ହେଉଛି । ତେଣୁ କରି ମୁଁ ବେଶୀ କାମ କରିପାରୁନି ମୋ ପୁଅ କାମ ଶିଖିବା ପାଇଁ ଯାଇଥିଲା । କେଉଁ ସ୍ଥାନ ମୁଁ ଜାଣିନି କିନ୍ତୁ ବାହାରିପଡିଥିଲା । ସେ ଯିବା ପରେ ରାତି 8ଟା ରେ ମୁଁ ଶୁଣିବାକୁ ପାଇଥିଲି ଯେ ଏ ଭଳି ଦୁର୍ଘଟଣା ଘଟିଛି ।

ଶନିବାର ସକାଳେ ମୁଁ ଗାଡି ଭଡା କରି କରି ପହଞ୍ଚିଲି ଏବେ ଶୁଣିବାକୁ ମିଳିଛି ଯେ ପୁଅର ମୃତ୍ୟୁ ହେଇଛି । ମୁଁ ମୋ ପୁଅକୁ ବିହାର ନେଇଯିବି ମୋତେ ଶୀଘ୍ର ଦେଲେ ମୁଁ ଯିବି । ମୃତଦେହର ଅପେକ୍ଷାରେ ଅଛନ୍ତି ବାପା । ଖବରକୁ ନେଇ ଆପଣଙ୍କ ମତ କଣ କମେଣ୍ଟ କରିଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ, ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *