OMG ! 288 ଚକିଆ ରାକ୍ଷାସ ଭଳି ଟ୍ରକ, ଦେଖିବାକୁ ଜମିଲା ଲୋକଙ୍କ ଭିଡ, ଦେଖନ୍ତୁ Video

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ଏହା ସହ ଲୋକମାନେ ନିଜର ମନୋରଞ୍ଜନ ମଧ୍ୟ କରିପାରୁଛନ୍ତି ।


ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ଏକ ରାକ୍ଷସ ଟ୍ରକ ଦେଖିବାକୁ ମିଳିଛି । ରାସ୍ତାର ଏ ମୁଣ୍ଡରୁ ସେ ମୁଣ୍ଡ ଯାଏଁ ଟ୍ରକର ଲମ୍ବ ରହିଛି । ଆପଣ ମାନେ ପ୍ରଥମ ଥର ପାଇଁ ଏଭଳି ଟ୍ରକ ଦେଖୁଥିବେ । ଏତେ ବଡ ଟ୍ରକ ଦେଖି ସ୍ଥାନୀୟ ଲୋକ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଆଉ ସେମାନଙ୍କ ଆଖି ଖୋଲାକୁ ଖୋଲା ହୋଇ ରହି ଯାଇଥିଲା । ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ଏକ ଟ୍ରକଟିକୁ ଟିକେ ଭଲ ଭାବରେ ଦେଖନ୍ତୁ ।

ଏତେ ବଡ ଟ୍ରକ ବୋଧେ ଆପଣ ମାନେ ଆଗରୁ କେବେ ଦେଖି ନଥିବେ । ତେବେ ବନ୍ଧୁଗଣ ଏହି ଟ୍ରକଟି କେଉଁ ସ୍ଥାନରେ ଦେଖା ଯାଇଛି ଆଉ କେଉଁଠୁ ଆସିଛି ଏବେ ଆସନ୍ତୁ ଜାଣିବା । ମିଡିଆ ରିପୋର୍ଟସ ଅନୁସାରେ ଟ୍ରକଟି ଜଗତପୁରରେ ନଜର ଆସିଥିଲା । ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହି ଟ୍ରକରେ 288 ଚକା ରହିଛି ।

ଏହି 288 ଚକିଆ ଟ୍ରକ ଯେତେବେଳେ ଜଗତପୁର ରାସ୍ତାରେ ଗତି କରିଥିଲା ସେତେବେଳେ ରାସ୍ତା ଜାମ୍ ହୋଇଯାଇଥିଲା । ଅନ୍ୟ ପଟେ ଏତେ ବଡ ଟ୍ରକକୁ ଦେଖିବା ପାଇଁ ମଧ୍ୟ ଲୋକ ମାନଙ୍କ ଭିଡ ଜମି ଥିଲା । ଏହି ଟ୍ରକକୁ ପାରାଦୀପରୁ ତାଳଚେର ଯାଉଥିବା ସମୟରେ ଏଭଳି କିଛି ଘଟିଥିଲା । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଟ୍ରକଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *