ବାହାନଗାରେ ରାତି 2ଟାପରେ ଶୁଭୁଛି ଭୟଙ୍କର ଶବ୍ଦ ,ସ୍ଥାନୀୟ ଲୋକମାନଙ୍କ ହେଉଛନ୍ତି ଭୟଭୀତ ,ନିଶ୍ଚୟ ଦେଖନ୍ତୁ

ନମସ୍କାର ବନ୍ଧୁଗଣ ।  ସୂଚନା ମୁତବକ ଆପଣମାନେ ସମସ୍ତେ ଜାଣିଥିବେ କରମଣ୍ଡଳ ଟ୍ରେନ୍ ଦୁର୍ଘଟଣା ସମ୍ବନ୍ଧରେ କିପରି 300 ଶହରୁ ଅଧିକ ଲୋକମାନେ ସେହି ଦୁର୍ଘଟଣାରେ ମୃ-ତ୍ୟୁବରଣ କରିଛନ୍ତି ଏବଂ 900 ଶହ ଲୋକେ ଭୟଙ୍କର ଭାବରେ ଆହତ ହୋଇ ବାଲେଶ୍ଵର ଚିକିତ୍ସାଳୟ ରେ ଚିକିତ୍ସିତ ହେଉଛନ୍ତି । ଏଭଳି ଅଭାବନୀୟ ଘଟଣା ଦେଶରେ ଦେଖିବାକୁ ମିଳିନଥିଲା ।

ମାତ୍ର ଏଭଳି ଏହ ଦୁର୍ଘଟଣା ଶହ ଶହ ଲୋକମାନଙ୍କ ସ୍ଵପ୍ନ ଇଛାକୁ ସମ୍ପୂର୍ଣ ରୂପେ ଭାଙ୍ଗିପକେଇଥିଲା । ହସଖୁସିରେ କରମଣ୍ଡଳ ଟ୍ରେନ୍ ରେ ଯାତ୍ରାକରୁଥିବା ଯାତ୍ରୀମାନଙ୍କୁ ସେମାନଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ମଝି ବାଟରେ ଅପେରା ଜଗତକୁ ପଠାଇଦେଲା । ଜନସାଧାରଣ ଯଦି ଆଜି ବି ସେହି ଦୁର୍ଘଟଣାକୁ ମନେ ପକାନ୍ତି  ତେବେ ତାଙ୍କ ଲୋମ ଟାଙ୍କୁରି ଉଠିବ ।

କରମଣ୍ଡଳ ଅନେକ ମା’ ମାନଙ୍କ କୋଳକୁ  ଶୂନ୍ୟ କରିଦେଲା । ଆଜି ସେହି ମା ‘ ମାନେ ଛାତିଫାଟିବା ଭଳି କାନ୍ଦୁଛନ୍ତି । ଏବେ ବି ଦୁର୍ଘଟଣା ପଛରେ ଥିବା ଅସଲି କାରଣକୁ ଜାଣିବା ପାଇଁ  ପୋଲିସ କର୍ମଚାରୀ ଓ ସିଆଇଡ଼ି ଅଫିସର ମାନେ ତଦନ୍ତ ଜାରିରଖିଥିବା ବେଳେ ଏବେ ଯାଏ କୋଣସି ଠୋସ କାରଣ ମିଳିନି । ଏପଟେ ଏଭଳି ପରିସ୍ଥିତି ଥିବାବେଳେ ବାହାନଗାରେ ରାତି 2ଟାରେ ପରେ ଶୁଭୁଛି ଭୟଙ୍କର ଶବ୍ଦ ।

ହଁ ଦର୍ଶକବନ୍ଧୁ ସ୍ଥାନୀୟ ଲୋକମାନଙ୍କ କହିବା ଅନୁସାରେ ରାତିହେଲେ ସେଠାରେ କିଛି ଲୋକମାନଙ୍କର କାନ୍ଦିବା ଶବ୍ଦ ଶୁଣିବାକୁ ମିଳୁଛି ବୋଲି କହୁଛନ୍ତି । ତେବେ ଏହି ଶବ୍ଦ କଣ ସତରେ ଆସୁଛି ଏହା ଜାଣିବା ପାଇଁ ଲୋକେ ଟ୍ରେନ ଭିତରକୁ ଯାଇଛନ୍ତି । ମାତ୍ର ସେଠାରେ କିଏ ନଥିବା ଦେଖି ଲୋକମାନଙ୍କ ମଧ୍ୟରେ  କୋଳାହଳର ବାର୍ତ୍ତାବରଣ ଦେଖିବାକୁ ମିଳିଛି ବୋଲି ସୂଚନା ରହିଛି  ।

ସବୁଦିନ କିଛି ଲୋକେ ସ୍ଥାନୀୟ ବାସିନ୍ଦାକୁ ଯେପରି ସାହାଯ୍ୟ ପାଇଁ  ଡାକୁଥିବା ଭଳି ଅନୁଭବ କରୁଛନ୍ତି ମାତ୍ର ଏହାକୁ କହିବାକୁ ଡରୁଛନ୍ତି ଲୋକେ । ତେବେ ଏହି ଘଟଣାକୁ ନେଇ କୋଣସି ପ୍ରମାଣ ନ ଥିବା ବେଳେ ଲୋକେମାନେ କହୁଛନ୍ତି ଯେ ବାହାନଗାରେ ଭୁତ ବୁଲୁଛି । ଆଜିର ବୈଜ୍ଞାନିକ ଯୁଗରେ ଏଭଳି ବିଷୟକୁ ଅନ୍ଧବିଶ୍ବାସ କହିଥାନ୍ତି । ତେବେ ଖବରକୁ ନେଇ ଆପଣମାନଙ୍କ ମତ କଣ ସତ ନା ମିଛ ଆମକୁ କମେଣ୍ଟ କରିଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *